ETV Bharat / city

ବାଲେଶ୍ବର ଓ ତିର୍ତ୍ତୋଲ ଉପ-ନିର୍ବାଚନ; ପ୍ରଚାର କରିବେ ୩୦ ଷ୍ଟାର ପ୍ରଚାରକ

author img

By

Published : Oct 8, 2020, 9:31 PM IST

ବାଲେଶ୍ବର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ଜାତୀୟ ଓ ଆଞ୍ଚଳିକ ଦଳ ଗୁଡିକ ତାଙ୍କର ଷ୍ଟାର କ୍ୟାମ୍ପନର ତାଲିକା ସର୍ବାଧିକ ୩୦ ଜଣ ଭିତରେ ସିମୀତ ରଖିବା ପାଇଁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ନାମା ଜାରିକରିଛନ୍ତି ନିର୍ବାଚନ କମିଶନର । ଅଧିକ ପଢନ୍ତୁ...

baleswar-tirtil-by-election-election-cimmission-of-india

ଭୁବନେଶ୍ବର: ନଭେମ୍ବର ୩ରେ ଓଡ଼ିଶାରେ ବାଲେଶ୍ବର ଓ ତିର୍ତ୍ତୋଲ ଉପ-ନିର୍ବାଚନ । ଏଥିପାଇଁ ଜାତୀୟ ଓ ଆଞ୍ଚଳିକ ଦଳ ଗୁଡିକ ତାଙ୍କର ଷ୍ଟାର କ୍ୟାମ୍ପନର ତାଲିକା ସର୍ବାଧିକ ୩୦ ଜଣ ଭିତରେ ସିମୀତ ରଖିବା ପାଇଁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ନିର୍ବାଚନ କମିଶନର ।

ବାଲେଶ୍ବର ଓ ତିର୍ତ୍ତୋଲ ଉପ-ନିର୍ବାଚନ; ପ୍ରଚାରରେ ରହିବେ ୩୦ ଷ୍ଟାର ପ୍ରଚାରକ

ନିର୍ବାଚନ କମିଶନର ଏନେଇ ଓଡିଶା ସମେତ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ନୂଆ ଗାଇଡ ଲାଇନରେ ପଞ୍ଜୀକୃତ ଜାତୀୟ ଓ ଆଞ୍ଚଳିକ ଦଳ ସର୍ବାଧିକ ୩୦ ଜଣ ଷ୍ଟାର କ୍ୟାମ୍ପନର ନିୟୋଜିତ କରିବେ ବୋଲି ଲେଖାଯାଇଛି ।

ସେହିପରି ଅଣ ପଞ୍ଜିକୃତ ଦଳ ଗୁଡିକ ୧୫ ଜଣ ଷ୍ଟାର କ୍ୟାମ୍ପନର ନେଇ ପାରିବେ । ପୂର୍ବରୁ ଏହା ୪୦ ଓ ୨୦ ରହିଥିଲା । ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ଏହି ତାଲିକା ଦେବାକୁ କୁହାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.