ETV Bharat / city

କ୍ୟାନସର ବିଷୟରେ ବ୍ୟାପକ ସଚେତନତା ଆବଶ୍ୟକ - କ୍ୟାନସର ରୋଗର ବ୍ୟାପକ ସଚେତନତା ଆବଶ୍ୟକ

କ୍ୟାନସର ରୋଗର ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଜ୍ୟରେ କ୍ୟାନସର ନିରାକରଣ ଦିଗରେ କାର୍ଯ୍ୟ କରୁଥିବା କେତେ ଗୁଡିଏ ବେସରକାରୀ ସଂଗଠନ ଏକତ୍ର ହୋଇଛନ୍ତି। ବିଭିନ୍ନ ସଂଗଠନ ମିଳିତ ହୋଇ କ୍ୟାନସରକୁ ଜାଣିବା ଓ କିପରି ଏହି ରୋଗକୁ ଜିଣିବା ସେ ନେଇ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ...

awerness-need-for-eradication-of-cancer-diseases-says-by-different-origanisations-in-bhubaneswar
କ୍ୟାନ୍ସର ବିଷୟରେ ବ୍ୟାପକ ସଚେତନତା ଆବଶ୍ୟକ
author img

By

Published : Feb 2, 2020, 2:41 AM IST

ଭୁବନେଶ୍ବର: କ୍ୟାନସର ରୋଗର ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟରେ କ୍ୟାନସର ନିରାକରଣ ଦିଗରେ କାର୍ଯ୍ୟ କରୁଥିବା କେତେ ଗୁଡିଏ ବେସରକାରୀ ସଂଗଠନ ସଂକଳ୍ପ ନେଇଛନ୍ତି। ସ୍ଥାନୀୟ ପ୍ରେସ କ୍ଲବ ଠାରେ ସେଥିପାଇଁ 15 ରୁ ଊର୍ଦ୍ଧ୍ବ ସଂଗଠନ ମିଳିତ ହୋଇ କ୍ୟାନସରକୁ ଜାଣିବା ଓ କିପରି ଏହି ରୋଗକୁ ଜିଣିବା ସେ ନେଇ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।

କ୍ୟାନ୍ସର ବିଷୟରେ ବ୍ୟାପକ ସଚେତନତା ଆବଶ୍ୟକ

କ୍ୟାନସର ହେଉଛି ଏକ ମାରାତ୍ମକ ରୋଗ। କିନ୍ତୁ ଦୁରାରୋଗ୍ୟ ନୁହେଁ । ଏହାକୁ ସଠିକ ସମୟରେ ଚିହ୍ନଟ କରିବା ସହ ସଠିକ ସମୟରେ ଔଷଧ ସେବନ କଲେ ଏଥିରୁ ମୁକ୍ତି ମିଳିବାର ସମ୍ଭାବନା ରହିଛି। କିନ୍ତୁ ଆମ ରାଜ୍ୟର 70 ପ୍ରତିଶତରୁ ଊର୍ଦ୍ଧ୍ବ ଲୋକ କ୍ୟାନସର ବିଷୟରେ ସଚେତନ ନୁହଁନ୍ତି । ସେମାନଙ୍କ ମନରେ କ୍ୟାନସର ଏକ ମୃତ୍ୟୁର ରାକ୍ଷସ ରୂପରେ ଉଭା ହୋଇଛି। ଯାହା ବିଷୟରେ ସେମାନେ ଅକାରଣ ଭାବେ ଚିନ୍ତା କରି କରି ଏହାର ନିରାକରଣ କଥା ଭୁଲିଯିବା ସହ ବର୍ଷକୁ ହଜାର ହଜାର ସଂଖ୍ୟାରେ କ୍ୟାନସର ରୋଗୀ ମୃତ୍ୟୁ ବରଣ କରୁଛନ୍ତି।

କ୍ୟାନସର ରୋଗର ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଗଣମାଧ୍ୟମକୁ ମୁଖ୍ୟ ମାଧ୍ୟମ ଭାବେ ଗ୍ରହଣ କରିବାକୁ ଚାହିଁଥିବା ବେଳେ 2020 ମସିହାରେ ଏ କ୍ଷେତ୍ରରେ ଓଡ଼ିଶାରେ ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:କ୍ୟାନ୍ସର ହେଉଛି ଏକ ମାରାତ୍ମକ ରୋଗ। କିନ୍ତୁ ଦୁରାରୋଗ୍ୟ ନୁହେଁ ।ଏହାର ସଠିକ ସମୟରେ ଚିନ୍ହଟ ହେବା ସହ ସଠିକ ସମୟ ରେ ଔଷଧ ସେବନ କଲେ ଏଥିରୁ ମୁକ୍ତି ମିଳିବାର ସମ୍ଭାବନା ବହୁତ ଯଥେଷ୍ଟ ରହିଛି।କିନ୍ତୁ କିନ୍ତୁ ଆମ ଓଡିଶାର 70 ପ୍ରତିଶତ ରୁ ଉର୍ଦ୍ଧ୍ବ ଲୋକ କ୍ୟାନ୍ସର ବିଷୟରେ ସଚେତନ ନୁହଁନ୍ତି।ସେମାନଙ୍କ ମନରେ କ୍ୟାନ୍ସର ଏକ ମୃତ୍ୟୁର ରାକ୍ଷସ ରୂପରେ ଉଭା ହୋଇଛି।ଯାହା ବିଷୟରେ ସେମାନେ ଅକାରଣ ଭାବେ ଚିନ୍ତା କରି କରି ଏହାର ନିରାକରଣ କଥା ଭୁଲିଯିବା ସହ ବର୍ଷକୁ ହଜାର ହଜାର ସଂଖ୍ୟାରେ କ୍ୟାନ୍ସର ରୋଗୀ ମୃତ୍ୟୁ ବରଣ କରୁଛନ୍ତି।

Body:ତେଣୁ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟରେ କ୍ୟାନ୍ସର ନିରାକରଣ ଦିଗରେ କାର୍ଯ୍ୟ କରୁଥିବା କେତେ ଗୁଡିଏ ବେସରକାରୀ ସଂଗଠନ ସଂକଳ୍ପ ନେଇଛନ୍ତି।ସ୍ଥାନୀୟ ପ୍ରେସ କ୍ଲବ ଠାରେ ସେଥିପାଇଁ 15 ରୁ ଉର୍ଦ୍ଧ୍ବ ସଂଗଠନ ମିଳିତ ହୋଇ କ୍ୟାନ୍ସର କୁ ଜାଣିବା ଓ କିପରି ଏହି ରୋଗକୁ ଜିଣିବା ସେ ନେଇ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।ଯେଉଁଥିପାଇଁ ସେମାନେ ଗଣମାଧ୍ୟମକୁ ମୁଖ୍ୟ ମାଧ୍ୟମ ଭାବେ ବ୍ୟବହାର କରିବା କୁ ଚାହିଁ ଥିବା ବେଳେ 2020 ମସିହାରେ ଏକ୍ଷେତ୍ରରେ ଓଡ଼ିଶାରେ ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ବାଇଟ-ନିଷିକାନ୍ତ ମିଶ୍ର,ଆବାହକ କ୍ୟାନ୍ସର କୁ ଜାଣିବା ଓ ଜିଣିବା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.