ETV Bharat / city

ସାବଧାନ: ପବ୍ଲିକ ପ୍ଲେସରେ ଚାର୍ଜ କରୁଛନ୍ତି କି... - mobile phone

ପବ୍ଲିକ ପ୍ଲେସରେ ଚାର୍ଜ କରୁଥିଲେ ବଦଳାନ୍ତୁ ଏପରି ଅଭ୍ୟାସ । ନଚେତ ହରାଇବେ ସମସ୍ତ ଗୁରୁତ୍ବପୂର୍ଣ୍ଣ ଡାଟା । ଅଧିକ ପଢନ୍ତୁ...

mobile phone
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Dec 12, 2019, 3:15 PM IST

ଭୁବନେଶ୍ବର: ଅଜଣା ଜାଗାରେ ଚାର୍ଜ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ । କାରଣ ଅନ୍ୟ ସ୍ଥାନରେ ମୋବାଇ ଚାର୍ଜ କରିବା ଦ୍ବାରା ଚୋରି ହୋଇପାରେ ଆପଣଙ୍କ ବହୁମୂଲ୍ୟ ଡାଟା ।

ଏକଥା ଆମେ କହୁନୁ ଏଭଳି ଅନେକ ଅଭିଯୋଗ ଆଗରୁ ସାମ୍ନାକୁ ଆସିସାରିଛି । ତେବେ ଫୋନର ଚାର୍ଜ ସରିଗଲେ ଆମେ ବିଭିନ୍ନ ପବ୍ଲିକ ସ୍ଥାନରେ ଯେମିତିକି ଦୋକାନ, ଏୟାରପୋର୍ଟ, ରେଳ ଷ୍ଟେସନର ଆଦି ଅନେକ ସ୍ଥାନରେ ଚାର୍ଜିଙ୍ଗରେ ଲଗାଇଥାଉ । ଯାହାକି ଆଦୌ ସୁରକ୍ଷିତ ନୁହେଁ ବୋଲି ସାଏବର ଏକ୍ସପଟ ମତ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କାରଣ ଏଭଳି ଯାଗାରୁ ଅନେକ ଡାଟା ଚୋରି ହୋଇପାରେ । ଆଗରୁ କଲିକାତା, ଚେନ୍ନାଇ ଭଳି ରାଜ୍ୟରୁ ଏହିଭଳି ଅଭିଯୋଗ ଆସିସାରିଛି । ଲୋକେ ଏସବୁ ପ୍ରତି ନିହାତି ଧ୍ୟାନ ଦେବା ଦରକାର । ଚାର୍ଜ କଡ଼ ପବ୍ଲିକ ଜାଗାର ବ୍ୟବହାର ନକରି ନିଜସ୍ବ ମୋବାଇଲ ଚାର୍ଜରରେ ବ୍ୟବହାର କରିବା ଉଚିତ ବୋଲି ସାଇବର ଏକ୍ସପର୍ଟ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ସାବଧାନ ,ଅଜଣା ଜାଗା ମୋବାଇଲ ଚାର୍ଜ କରୁଛନ୍ତି କି ? ହୋଇ ପାରେ ଆପଣ ଙ୍କ ସବୁ ଡ଼ାଟା ଚୋରି।

ଏଭଳି ଅଭିଯୋଗ ଅନେକ ଥର ଆଗରୁ ଆସିଛି। ନିଜ ମୋବାଇଲ ଫେନ ର ଚାର୍ଜ ସାରିଗଲେ ଆମେ ବିଭିନ୍ନ ପବ୍ଲିକ ଜାଗା ଦେକାନ , ବା ଏୟାର ପୋର୍ଟ, ରେଳ ଷ୍ଟେସନର ରେ କରି ଥାଉ ଯାହାକି ସୁରକ୍ଷିତ ନୁହେଁ ବୋଲି ସାଏବର ଏକ୍ସପଟ ମତ ରଖିଛନ୍ତି। କାରଣ ଏଭଳି ଯାଗାଁ ରୁ ଅନେକ ଡାଟା ଚେରୀ ହୋଇ ପାରେ। ଆଗରୁ କଳିକାତା, ଚେନ୍ନାଇ ଭଳି ରାଜ୍ୟ ରୁ ଏହି ଭଳି ଅଭିଯୋଗ ଆସି ସରିଛି। ଲୋକେ ଏ ସବୁ ପ୍ରତି ନିହାତି ଧ୍ୟାନ ଦେବା ଦରକାର ଓ ଚାର୍ଜ କଡ଼ ପବ୍ଲିକ ଜାଗା ର ବ୍ୟବହାର ନ କରି ନିଜସ୍ୱ ମୋବାଇଲ ଚାର୍ଜର କଡ଼ ବ୍ୟବହାର କରିବା କଥା ବୋଲି ସାଇବା ଏକ୍ସପଟ ପ୍ରକାଶ କରିଛନ୍ତି।

ବାଇଟ ଚିରାଗ ରଥ
ସାଇବା ଏକ୍ସପଟ

Body:ସାବଧାନ ,ଅଜଣା ଜାଗା ମୋବାଇଲ ଚାର୍ଜ କରୁଛନ୍ତି କି ? ହୋଇ ପାରେ ଆପଣ ଙ୍କ ସବୁ ଡ଼ାଟା ଚୋରି।

ଏଭଳି ଅଭିଯୋଗ ଅନେକ ଥର ଆଗରୁ ଆସିଛି। ନିଜ ମୋବାଇଲ ଫେନ ର ଚାର୍ଜ ସାରିଗଲେ ଆମେ ବିଭିନ୍ନ ପବ୍ଲିକ ଜାଗା ଦେକାନ , ବା ଏୟାର ପୋର୍ଟ, ରେଳ ଷ୍ଟେସନର ରେ କରି ଥାଉ ଯାହାକି ସୁରକ୍ଷିତ ନୁହେଁ ବୋଲି ସାଏବର ଏକ୍ସପଟ ମତ ରଖିଛନ୍ତି। କାରଣ ଏଭଳି ଯାଗାଁ ରୁ ଅନେକ ଡାଟା ଚେରୀ ହୋଇ ପାରେ। ଆଗରୁ କଳିକାତା, ଚେନ୍ନାଇ ଭଳି ରାଜ୍ୟ ରୁ ଏହି ଭଳି ଅଭିଯୋଗ ଆସି ସରିଛି। ଲୋକେ ଏ ସବୁ ପ୍ରତି ନିହାତି ଧ୍ୟାନ ଦେବା ଦରକାର ଓ ଚାର୍ଜ କଡ଼ ପବ୍ଲିକ ଜାଗା ର ବ୍ୟବହାର ନ କରି ନିଜସ୍ୱ ମୋବାଇଲ ଚାର୍ଜର କଡ଼ ବ୍ୟବହାର କରିବା କଥା ବୋଲି ସାଇବା ଏକ୍ସପଟ ପ୍ରକାଶ କରିଛନ୍ତି।

ବାଇଟ ଚିରାଗ ରଥ
ସାଇବା ଏକ୍ସପଟ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.