ETV Bharat / city

ଏଟିଏଏମରୁ ଝାମ୍ପିଥିଲା ୪୫ ହଜାର, ରାଜଧାନୀରୁ ଧରାପଡିଲା ଗୁଜୁରାଟି ସ୍ନାଚର - ରାଜଧାନୀ ରୁ ଧରାପଡିଲା ଗୁଜୁରାଟି ସ୍ନାଚର

ଏଟିଏଏମ ରୁ ଝାମ୍ପିଥିଲା ୪୫ ହଜାର, ରାଜଧାନୀ ରୁ ଧରାପଡିଲା ଗୁଜୁରାଟି ସ୍ନାଚର

author img

By

Published : Jul 16, 2021, 1:51 PM IST

Updated : Jul 16, 2021, 5:26 PM IST

13:40 July 16

ଏଟିଏଏମରୁ ଝାମ୍ପିଥିଲା ୪୫ ହଜାର, ରାଜଧାନୀରୁ ଧରାପଡିଲା ଗୁଜୁରାଟି ସ୍ନାଚର

 ଭୁବନେଶ୍ବର: ରାଜଧାନୀରେ ହାଇପ୍ରୋଫାଇଲ ସ୍ନାଚର। ଟଙ୍କା ଉଠାଇବା ଆଳରେ ଏଟିଏମକୁ ଯାଉଥିବା ଲୋକଙ୍କ ଉପରେ ନଜର ରଖି ଝାମ୍ପୁଥିଲେ ସ୍ନାଚର। ଏହି ହାଇପ୍ରୋଫାଇଲ ସ୍ନାଚରକୁ ଗିରଫ କରିଛି ଚନ୍ଦ୍ରଶେଖର ପୁର ଥାନା ପୋଲିସ। ତେବେ ଏହା ପଛରେ ଗୁଜୁରାଟି ଗ୍ୟାଙ୍ଗର ହାତଥିବା ଜଣାପଡିଛି। ତେବେ ଏଥିରେ ଜଣେ ଅଭିଯୁକ୍ତ ରୁପେଶ ସୋଲାଙ୍କିକୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣେ ଏବେବି ଫେରାର ରହିଥିବା ଜଣାପଡିଛି । 

ତେଵେ ଗତ ଜୁଲାଇ 7ରେ ଶୈଳଶ୍ରୀ ବିହାରର ବିଜୟ ଵ୍ୟାଙ୍କରୁ ଜଣେ ଯୁବତୀ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ତାଙ୍କ ପଛରେ ପଇସା ଉଠାଇବା ଆଳରେ ଛକିଥିଲା ଲୁଟେରା । ତେବେ ମହିଳା ଜଣଙ୍କ ଟଙ୍କା ଉଠାଇବା ପରେ ତାଙ୍କ ଠୁ ଟଙ୍କା ନେଇ ଫେରାର ହୋଇଯାଇଥିଲା ଏହି ହାଇପ୍ରଫାଇଲ ସ୍ନାଚର । ଏନେଇ ଗତ ଜୁଲାଇ 7ରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା ।  ଆଜି ସାଲିଆସାହିରୁ ସ୍ନାଚରକୁ ଗିରଫ କରିଛି କମିଶନରେଟ ପୋଲିସ।

 ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ  

Last Updated : Jul 16, 2021, 5:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.