ETV Bharat / city

ବୋଲେରୋରେ ଆସି ATM ଲୁଟିଲେ: ୨ ଧରା ପଡିଲେ, ୩ ଖସିଗଲେ - କାବୁ କଲେ ATM କର୍ମଚାରୀ ଓ ସ୍ଥାନୀୟ ଲୋକେ

ଲିଙ୍ଗରାଜ ଥାନା ଵଢେଇବାଙ୍କ ଛକରୁ ATM ଲୁଟ ବେଳେ ଦୁଇ ଜଣ ଲୁଟେରାଙ୍କୁ କାବୁ କଲେ ATM କର୍ମଚାରୀ ଓ ସ୍ଥାନୀୟ ଲୋକେ । ଏପଟେ ଅନ୍ୟ 3 ଜଣ ସହଯୋଗୀ ବୋଲେରୋ ଧରି ଖସି ପଳାଇଥିଲେ । ଅଧିକ ପଢନ୍ତୁ...

ବୋଲେରୋରେ ଆସି ATM ଲୁଟିଲେ; ୨ ଧରାପଡିଲେ, ୩ ଖସିଗଲେ

author img

By

Published : Aug 25, 2021, 10:48 AM IST

Updated : Aug 25, 2021, 2:24 PM IST

ଭୁବନେଶ୍ବର: ରାଜଧାନୀରେ ଏଟିଏମ ଲୁଟ ଉଦ୍ୟମ ପଣ୍ଡ । ଲିଙ୍ଗରାଜ ଥାନା ଵଢେଇବାଙ୍କ ଛକରୁ ATM ଲୁଟ ବେଳେ ଦୁଇ ଜଣ ଲୁଟେରାଙ୍କୁ କାବୁ କଲେ ATM କର୍ମଚାରୀ ଓ ସ୍ଥାନୀୟ ଲୋକେ । ଏପଟେ ଅନ୍ୟ 3 ଜଣ ସହଯୋଗୀ ବୋଲେରୋ ଧରି ଖସି ପଳାଇଥିଲେ । ଏନେଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।

ତେବେ ଏମାନେ ଭୁବନେଶ୍ବର ଓ କଟକରୁ ଅଭିନବ ଉପାୟରେ ଏଟିଏମ ଲୁଟ କରୁଥିଲେ । ଏଟିଏମ ମେସିନକୁ ଭାଙ୍ଗି ଏକ ସ୍ବତନ୍ତ୍ର ଡିଭାଇସ ଲଗାଉଥିଲେ ଲୁଟେରା । ଟେକ୍ନୋଲୋଜିର ବ୍ୟବହାର କରି ସେମାନେ ଏଟିଏମ ଲୁଟିଥାନ୍ତେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Aug 25, 2021, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.