ETV Bharat / city

ଆରମ୍ଭ ହେଲା ତିନିଦିନିଆ ଅର୍ଥୋଡେଣ୍ଟିକ କନଫରେନ୍ସ

ଆରମ୍ଭ ହୋଇଛି ୫୪ ତମ ଅର୍ଥୋଡେଣ୍ଟିକ କନଫରେନ୍ସ । ଏହି କନଫରେନ୍ସକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 3 ଦିନ ଧରି ସୋଆ ଅଡିଟୋରିୟମରେ ଚାଲିବ ଏହି କନଫରେନ୍ସ । ଅଧିକ ଖବର ପାଇଁ ପଢନ୍ତୁ...

author img

By

Published : Nov 23, 2019, 1:07 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆରମ୍ଭ ହୋଇଛି ୫୪ ତମ ଅର୍ଥୋଡେଣ୍ଟିକ କନଫରେନ୍ସ । ଏହି କନଫରେନ୍ସକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନକୁ ଦିନଦେଶ ତଥା ରାଜ୍ୟରେ ଦାନ୍ତ ରୋଗ ବଢିଚାଲିଛି । ତମ୍ବାଖୁ ଓ ଜଙ୍କ୍ ଫୁଡ଼ ଦାନ୍ତ ରୋଗର ପ୍ରମୁଖ କାରଣ ସାଜିଛି । ଦାନ୍ତ ରୋଗର ନିରାକରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

3 ଦିନ ଧରି ସୋଆ ଅଡିଟୋରିୟମରେ ଚାଲିବ ଏହି କନଫରେନ୍ସ । ଏଥିରେ ଯୋଗ ଦେବେ ଦେଶ ବିଦେଶର ବହୁ ଦାନ୍ତ ବିଶେଷଜ୍ଞ । ଇନଭେଟ, ଇଣ୍ଟୋରଗେଟ ଓ ଆକଚୁଏଟ ଥିମକୁ ନେଇ ଆରମ୍ଭ ହୋଇଛି ଏହି ସମ୍ମିଳନୀ ।

ଚିକିତ୍ସାରେ ଦାନ୍ତ ରୋଗର ନୂତନ ଟେକ୍ନୋଲୋଜି ଉପରେ ଆଲୋଚନା କରାଯିବ । ତିନି ଦିନ ଭିତରେ ଯେଉଁ ନିଷ୍କର୍ସ ବାହାରିବ, ତାହା ଆଗାମୀ ଦିନରେ ଦନ୍ତ ଚିକିତ୍ସା ଉପରେ ବେଶ ସହାୟକ ହେବ ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

Intro:
ଆରମ୍ଭ ହେଲା ତିନିଦିନିଆ ଅର୍ଥିଡୋଣ୍ଟିକ କନଫରେନ୍ସ।

ଆରମ୍ଭ ହୋଇଛି ୫୪ ତମ ଅର୍ଥିଡୋଣ୍ଟିକ କନଫରେନ୍ସ। ଏହି କନଫରେନ୍ସ ମୁ ଉଦ୍ଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Body:

ଦେଶ ତଥା ରାଜ୍ୟରେ ଦାନ୍ତ ରୋଗ ବଢିଚଳିଛି। ତମାଖୁ ଓ ଜଙ୍କ ଫୁଡ଼ ଦାନ୍ତ ରୋଗର ପ୍ରମୁଖ କାରଣ ସାଜିଛି। ଦାନ୍ତ ରୋଗର ନିରାକରଣ ଲାଗି ରାଜ୍ୟ ସରକାର ପଦକ୍ଷପ ନେଉଥିବା କହିଲେ ମୁଖ୍ୟମନ୍ତ୍ରୀ।
3 ଦିନ ଧରି ସୋଆ ଅଡିଟୋରୀୟମ ରେ ଚାଲିବ ଏହି କନଫରେନ୍ସ। ଏହିଥିରେ ଯୋଗ ଦେଇଛନ୍ତି ଦେଶ ବିଦେଶର ବହୁ ଦାନ୍ତ ବିଶେଷଜ୍ଞ। ଇନଭେଟ, ଇଣ୍ଟରଗେଟ ଓ ଆକଚୁଏଟ ଥିମ କୁ ନେଇ ଆରମ୍ଭ ହୋଇଛି ସମ୍ମିଳନୀ। ଚିକିତ୍ସା ରେ ଦାନ୍ତ ରୋଗର ନୂତନ ଟେକ୍ନୋଲୋଜି ଉପରେ ଆଲୋଚନା କରାଯିବ। ତିନି ଦିନ ଭିତରେ ଯେଉଁ ନିଷ୍କର୍ଷ ବାହାରିବ , ତାହା ଆଗାମୀ ଦିନରେ ଦାନ୍ତ ଚିକିତ୍ସା ଉପରେ ବେସ ସହାୟକ ହେବ ।

Byte- ନବୀନ ପଟ୍ଟନାୟକ ,

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.