ETV Bharat / city

ଅପରାଜିତାଙ୍କୁ ନୂଆ ଦାୟିତ୍ବ, ରାଷ୍ଟ୍ରସମୂହ ମହିଳା ସଂଚାଳନ ସମିତିରେ କରିବେ ପ୍ରତିନିଧିତ୍ବ - ଅପରାଜିତାଙ୍କୁ ନୂଆ ଦାୟିତ୍ବ

ରାଜ୍ୟଗୋଷ୍ଠୀ ରାଷ୍ଟ୍ରସମୂହ ମହିଳା ସଂଚାଳନ ସମିତିରେ ପ୍ରତିନିଧିତ୍ବ କରିବାକୁ ଅପରାଜିତା ଷଡ଼ଙ୍ଗୀଙ୍କୁ ନୂଆ ଦାୟିତ୍ବ । ଅଧିକ ପଢନ୍ତୁ..

Aparajita sarangi
Aparajita sarangi
author img

By

Published : Nov 17, 2020, 4:49 PM IST

ହାଇଦ୍ରାବାଦ: ଭୁବନେଶ୍ବର ସାଂସଦ ତଥା ଜାତୀୟ ବିଜେପି ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କୁ ନୂଆ ଦାୟିତ୍ବ । ରାଜ୍ୟଗୋଷ୍ଠୀ ରାଷ୍ଟ୍ରସମୂହ ମହିଳା ସଂଚାଳନ ସମିତିରେ ପ୍ରତିନିଧିତ୍ବ କରିବାକୁ ଅପରାଜିତାଙ୍କୁ ସୁଯୋଗ । ଆଗାମୀ 3 ବର୍ଷ ପାଇଁ ଭୁବନେଶ୍ବର ସାଂସଦ ଭାରତର ପ୍ରତିନିଧିତ୍ବ କରିବେ ।

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅନୁମୋଦନରେ ଭୁବନେଶ୍ବରଲ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଛି ନୂଆ ଦାୟିତ୍ବ । ରାଜ୍ୟଗୋଷ୍ଠୀ ରାଷ୍ଟ୍ରସମୂହ ମହିଳା ସଂଚାଳନ ସମିତିରେ ଦାୟିତ୍ବ ମିଳିବା ପରେ ଅପରାଜିତା ଖୁସି ପ୍ରକଟ କରିବା ସହ ଲୋକସଭା ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଜେଡ଼ିର ଗଡ ଥିବା ଭୁବନେଶ୍ବରରେ ଅପରାଜିତା ପଦ୍ମ ଫୁଟାଇବା ସହ ସଂସଦରେ ନିଜ ଦକ୍ଷତାକୁ ପ୍ରକାଶ କରିବାରେ ସଫଳ ହୋଇଛନ୍ତି । ଯାହାକୁ ନେଇ ଦିନକୁ ଦିନ ଜାତୀୟ ବିଜେପିର ଆସ୍ଥା ଭାଜନ ହେବାରେ ଏକପ୍ରକାର ସଫଳ ସାଜିଛନ୍ତି ଅପରାଜିତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.