ETV Bharat / city

ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 7578 ଆକ୍ରାନ୍ତ - Corona Infection

ରାଜ୍ୟରେ 24 ଘଣ୍ଟାରେ 7578 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ 7,89,066 ରୋଗୀ ସୁସ୍ଥ ହେଲେଣି । ଅଧିକ ପଢନ୍ତୁ...

ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 7578 ଆକ୍ରାନ୍ତ

author img

By

Published : Jun 12, 2021, 7:44 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଜାରି ରହିଛି । ପ୍ରତିଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟରେ 24 ଘଣ୍ଟାରେ 7578 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 7,89,066 ରୋଗୀ ସୁସ୍ଥ ହେଲେଣି ।

ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 7578 ଆକ୍ରାନ୍ତ
ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 7578 ଆକ୍ରାନ୍ତ
ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 7578 ଆକ୍ରାନ୍ତ
ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 7578 ଆକ୍ରାନ୍ତ

ଖୋର୍ଦ୍ଧାରୁ 1122, କଟକରୁ 734, ଅନୁଗୋଳରୁ 215, ଢେଙ୍କାନାଳରୁ 418, ସୁନ୍ଦରଗଡରୁ 335, ନୂଆପଡାରୁ 30, ଝାରସୁଗୁଡାରୁ 82, ବଲାଙ୍ଗିରରୁ 60, ପୁରୀରୁ 332, ବରଗଡରୁ 207, ସମ୍ବଲପୁରରୁ 137, କଳାହାଣ୍ଡିରୁ 145, ଗଞ୍ଜାମରୁ 105, ବାଲେଶ୍ବରରୁ 237, ରାୟଗଡାରୁ 139, ମୟୂରଭଞ୍ଜରୁ 486, ନୟାଗଡ଼ରୁ 221, ଯାଜପୁରରୁ 492, ଭଦ୍ରକରୁ 413, କେନ୍ଦ୍ରାପଡାରୁ 339, ସୋନପୁରରୁ 77, କେନ୍ଦୁଝରରୁ 162, କୋରାପୁଟରୁ 99, ଜଗତସିଂହପୁରରୁ 142, ନବରଙ୍ଗପୁରରୁ 181, ବୌଦ୍ଧରୁ 173, କନ୍ଧମାଳରୁ 70, ଦେବଗଡରୁ 66, ଗଜପତିରୁ 63, ମାଲକାନଗିରିରୁ 96 ଏବଂ ଷ୍ଟେଟ ପୋଲରୁ 200 ଜଣ ସୁସ୍ଥ ହୋଇଛନ୍ତି ।

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.