ETV Bharat / city

କୋରୋନାରୁ ଆରୋଗ୍ୟ ହେଲେ 383

author img

By

Published : Dec 29, 2020, 9:00 PM IST

ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 383 ଜଣ । ସୁସ୍ଥ ସଂଖ୍ୟା 3 ଲକ୍ଷ 24 ହଜାର 775 । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

କୋରୋନାରୁ ଆରୋଗ୍ୟ ହେଲେ 383
କୋରୋନାରୁ ଆରୋଗ୍ୟ ହେଲେ 383

ଭୁବନେଶ୍ବର: ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ 383 । ଏହାସହ ରାଜ୍ୟରେ ମୋଟ 3 ଲକ୍ଷ 24 ହଜାର 775 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

  • Another 383 Covid patients have recovered and are being discharged on 29.12.2020

    52 from Sundargarh
    36 from Jharsuguda
    35 from Khordha
    32 from Anugul
    26 from Cuttack
    25 from Nuapada
    24 from Puri
    21 from Mayurbhanj
    18 from Sambalpur
    15 from Bolangir
    14 from Baleswar

    — H & FW Dept Odisha (@HFWOdisha) December 29, 2020 " class="align-text-top noRightClick twitterSection" data=" ">

30ଟି ଜିଲ୍ଲାରେ ମୋଟ 383 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ସୁନ୍ଦରଗଡ଼ରୁ 52, ଝାରସୁଗୁଡ଼ାରୁ 36, ଖୋର୍ଦ୍ଧାରୁ 35, ଅନୁଗୋଳରୁ 32, କଟକରୁ 26, ନୂଆପଡାରୁ 25, ପୁରୀରୁ 24, ମୟୂରଭଞ୍ଜରୁ 21, ସମ୍ବଲପୁରରୁ 18, ବଲାଙ୍ଗୀରରୁ 15, ବାଲେଶ୍ବରରୁ 14 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସେହିପରି କେନ୍ଦ୍ରାପଡାରୁ 13, ଯାଜପୁରରୁ 12, ବରଗଡ଼ ଓ କେନ୍ଦୁଝରରୁ 10, କଳାହାଣ୍ଡିରୁ 7, ଜଗତସିଂହପୁରରୁ 6, ନବରଙ୍ଗପୁରରୁ 4, ଦେଓଗଡ଼ ଓ ଗଞ୍ଜାମରୁ 3, ଢେଙ୍କାନାଳ, କୋରାପୁଟ, ମାଲକାନିଗିରିରୁ 2, ନୟାଗଡ଼, ରାୟଗଡା, ସୁବର୍ଣ୍ଣପୁରରୁ ଜଣେ ଲେଖାଁଏ ସୁସ୍ଥ ହୋଇଛନ୍ତି । ଷ୍ଟେଟ ପୁଲରେ 8 ଜଣ ଆରୋଗ୍ୟ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.