ETV Bharat / city

ରାଜ୍ୟରେ କୋରୋନାରୁ ଆରୋଗ୍ୟ ହେଲେ 2772

author img

By

Published : Oct 15, 2020, 9:11 PM IST

ରାଜ୍ୟରେ ଆଉ 2772 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 457 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

ରାଜ୍ୟରେ ଆଉ 2772 ଆକ୍ରାନ୍ତ କୋରୋନାରୁ ହେଲେ ଆରୋଗ୍ୟ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ 2 ହଜାର 772 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 457 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫରିଛନ୍ତି। ସେହିଭଳି କଟକରେ 202, ଯାଜପୁରରେ 91, ଅନୁଗୁଳରେ 182, ପୁରୀରେ 185, କେନ୍ଦ୍ରାପଡାରେ 150, ନୂଆପଡା ରେ 142, ସୁନ୍ଦରଗଡ ରେ 106, ବାଲେଶ୍ବରରେ 91 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏହାସହ କଳାହାଣ୍ଡିରେ 78, ବଲାଂଗିରରେ 74, ବରଗଡରେ 73, କେନ୍ଦୁଝରରେ72, ସମ୍ବଲପୁରରେ 72, ମୟୁରଭଞ୍ଜରେ 68, ମାଲକାନଗିରିରେ 67, ଜଗତସିଂହପୁରରେ 65, ନବରଙ୍ଗପୁରରେ 62, ସୋନପୁରରେ 59, ଝାରସୁଗୁଡ଼ାରେ 56, ନୟାଗଡରେ 55, ରାୟଗଡାରେ 54, କୋରାପୁଟରେ 51, କନ୍ଧମାଳ ରେ 43, ଭଦ୍ରକ ରେ 33, ଗଂଜାମ ରେ 31, ଢେଙ୍କାନାଳରେ 27, ବୌଦ୍ଧରେ 21, ଦେଓଗଡରେ ମଧ୍ୟ 18 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ 2 ଲକ୍ଷ 38 ହଜାର କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦେଇଛି।

କୋରୋନା ସଂକ୍ରମଣକୁ ନେଇ ସତର୍କ ରହିବାକୁ ବାରମ୍ବାର ରାଜ୍ୟ ସରକାର ପରାମର୍ଶ ଦେଉଛନ୍ତି। କୋରୋନା ସଂକ୍ରମଣରେ ଏଯାଏଁ 1089ଜଣଙ୍କ ମୃତ୍ୟୁ ହୋଇ ସାରିଛି। ବର୍ତ୍ତମାନ ରାଜ୍ୟରେ 22 ହଜାର 334 ସକ୍ରିୟ କୋରୋନା ଆକ୍ରାନ୍ତ ରହିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.