ETV Bharat / city

ସୁସ୍ଥ ହେଲେ ଆଉ 2,039 ସଂକ୍ରମିତ

author img

By

Published : Jul 29, 2021, 8:11 PM IST

ଆଜି ରାଜ୍ୟରୁ 2ହଜାର 39 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 53 ହଜାର 88କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ସୁସ୍ଥ ହେଲେ ଆଉ 2,039 ସଂକ୍ରମିତ
ସୁସ୍ଥ ହେଲେ ଆଉ 2,039 ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରୁ 2ହଜାର 39 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥସଂଖ୍ୟା ସର୍ବାଧିକ 540 ରହିଛି । ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 53 ହଜାର 88କୁ ବୃଦ୍ଧି ପାଇଛି ।

  • 57 from Dhenkanal
    27 from Malkangiri
    23 from Kandhamal
    22 from Keonjhar
    20 from Sambalpur
    19 from Rayagada
    15 from Sundargarh
    10 from Boudh
    9 from Kalahandi
    8 from Bargarh
    8 from Bolangir
    8 from Koraput
    8 from Sonepur
    7 from Gajapati
    6 from Deogarh
    4 from Ganjam

    — H & FW Dept Odisha (@HFWOdisha) July 29, 2021 " class="align-text-top noRightClick twitterSection" data=" ">

ଖୋର୍ଦ୍ଧା ଜିଲ୍ଲା ପରେ କଟକରୁ 225 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଭଦ୍ରକରୁ 171, ଯାଜପୁରରୁ 129, କେନ୍ଦ୍ରାପଡାରୁ 110, ପୁରୀରୁ 100, ଜଗତସିଂହପୁରରୁ 90, ମୟୂରଭଞ୍ଜରୁ 89, ବାଲେଶ୍ବରରୁ 82, ନୟାଗଡରୁ 71, ଅନୁଗୋଳରୁ 65, ଢେଙ୍କାନାଳରୁ 57, ମାଲକାନଗିରିରୁ 27, କନ୍ଧମାଳରୁ 23, କେନ୍ଦୁଝରରୁ 22, ସମ୍ବଲପୁରରୁ 20, ରାୟଗଡାରୁ 19, ସୁନ୍ଦରଗଡରୁ 15, ବୌଦ୍ଧରୁ 10, କଳାହାଣ୍ଡିରୁ 9, ବରଗଡରୁ 8, ବଲାଙ୍ଗୀରରୁ 8, କୋରାପୁଟରୁ 8, ସୋନପୁରରୁ 8, ଗଜପତିରୁ 7, ଦେବଗଡରୁ 6, ଗଞ୍ଜାମରୁ 4, ନବରଙ୍ଗପୁରରୁ 4, ନୂଆପଡାରୁ 2 ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟପୁଲ ସୁସ୍ଥସଂଖ୍ୟା 110 ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.