ETV Bharat / city

ନନ୍ଦନକାନନରେ ଆନାକୋଣ୍ଡା ମୃତ୍ୟୁ ଘଟଣା, ଚେନ୍ନାଇରୁ ଆସିବେ ବିଶେଷଜ୍ଞ ଟିମ - bhubaneswar news

ନନ୍ଦନକାନନରେ ଦୁଇ ଦିନ ତଳେ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା । ଶନିବାର ସକାଳ ସମୟରେ ଆଉ ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ତେବେ ଆଉ 3ଟି ଆନାକୋଣ୍ଡାର ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି । ଅଧିକ ଖବର ପଢନ୍ତୁ...

ନନ୍ଦନକାନନରେ ଆନାକୋଣ୍ଡା ମୃତ୍ୟୁ ଘଟଣା
ନନ୍ଦନକାନନରେ ଆନାକୋଣ୍ଡା ମୃତ୍ୟୁ ଘଟଣା
author img

By

Published : Nov 30, 2019, 8:41 PM IST

ଭୁବନେଶ୍ବର: ନନ୍ଦନକନାନାକୁ ଛାଡ଼ୁନି ଶନି ଦଶା । ହାତୀ ମୃତ୍ୟୁ ରହସ୍ୟ ଉପରୁ ପରଦା ନଉଠୁଣୁ ଗୋଟିଏ ପରେ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ଘଟଣା କର୍ତ୍ତୃପକ୍ଷଙ୍କ ଚନ୍ତା ବଢାଇ ଦେଇଛି । ତେବେ ଚେନ୍ନାଇରୁ ଆସିଥିବା ୮ ଟି ଆନାକୋଣ୍ଡା ମଧ୍ୟରୁ ଦୁଇଟିର ମୃତ୍ୟୁ ହୋଇଛି । ଆଉ ୩ ଟି ଅସୁସ୍ଥ ରହିଛନ୍ତି । ତେବେ ଅସୁସ୍ଥ ଆନାକୋଣ୍ଡାଙ୍କ ଚିକିତ୍ସା ପାଇଁ ସୋମବାର ଦିନ ଚେନ୍ନାଇରୁ ଆସୁଛନ୍ତି ବିଶେଷଜ୍ଞ ଟିମ ।

ନନ୍ଦନକାନନରେ ଆନାକୋଣ୍ଡା ମୃତ୍ୟୁ ଘଟଣା

ନନ୍ଦନକାନନରେ ଦୁଇ ଦିନ ତଳେ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା । ଶନିବାର ସକାଳ ସମୟରେ ଆଉ ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଛି ଏବଂ 3 ଟି ଆନାକୋଣ୍ଡାର ସ୍ବାସ୍ଥ୍ୟାବସ୍ଥା ଖରାପ ରହିଛି । ତେବେ ଅନ୍ୟ 6ଟି ଆନାକୋଣ୍ଡାକୁ ସମ୍ପୂର୍ଣ୍ଣ ରୂପେ ବର୍ତ୍ତମାନ ସମୟରେ ଆଣ୍ଟି ପ୍ରକୋଜଲ ଓ ଆଣ୍ଟି ବାୟୋଟିକ ଡ୍ରଗ୍ସ ଦେଇ ସମସ୍ତ ଆନାକୋଣ୍ଡାକୁ ଚିକିତ୍ସା କରାଯାଉଛି ।

ପ୍ରଥମତଃ ଚେନ୍ନାଇର ଏକ ଚିଡ଼ିଆଖାନାରେ ପୂର୍ବରୁ ରହୁଥିଲେ ମଧ୍ୟ ଓଡ଼ିଶାର ପରିବେଶ ଖାପଖୁଆଇ ଚାଲିବା ନେଇ ଅସୁବିଧା ହେଉଛି । ଆନାକୋଣ୍ଡା ପାଇଁ ଏବେ ନନ୍ଦନକାନନରେ ଥିବା ଖୁଆଡକୁ ଗରମ କରାଯାଉଛି । ଭୂତାଣୁ ମାରିବା ପାଇଁ ଗ୍ୟାସ ମାଧ୍ୟମରେ ସମ୍ପୂର୍ଣ୍ଣ ଖୁଆଡକୁ ସୁରକ୍ଷିତ ରଖାଯାଉଛି । ବ୍ୟାକ୍ଟେରିଆ ନା ରକ୍ତ ସଂକ୍ରମଣ ପାଇଁ ଆନାକୋଣ୍ଡାର ମୃତ୍ୟୁ ଘଟୁଛି ତାହା ଏବେ ସୁଦ୍ଧା ଜଣାପଡିନାହିଁ । ମୃତ ଅନାକୋଣ୍ଡାର ରକ୍ତ ନମୂନା ଓୟୁଏଟି ଡାକ୍ତରୀ ଟିମ ନେଇ ପରୀକ୍ଷା କରୁଛନ୍ତି ।

ନନ୍ଦନକାନନର ଡେପ୍ୟୁଟି ଡ଼ାଇରେକ୍ଟର ଜୟନ୍ତ ଦାସଙ୍କ ସୂଚନା ମୁତାବକ, ଚେନ୍ନାଇରୁ ଅନାକୋଣ୍ଡାରୁ ଅଣାଯାଇଥିବାରୁ ସେଠାକାର ଚିଡ଼ିଆଖାନାର ବିଶେଷଜ୍ଞ ଡାକ୍ତର ଓ କେୟାର ଟେକରଙ୍କୁ ଡକାଯାଇଛି । ଏଥିସହ ତ୍ରିଭାମପୁରମ ଚିଡ଼ିଆଖାନାରୁ ମଧ୍ୟ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରାଯାଉଛି । ଏଭଳି ଭାବରେ ତ୍ରିଭାମପୁରମ ଚିଡ଼ିଆଖାନାରେ ଦୁଇଟି ଆନାକୋଣ୍ଡା ମୃତ୍ୟୁବରଣ କରିଥିଲେ । ଅକ୍ଟୋବର ମାସରେ ଆସିଥିବା ଆନାକୋଣ୍ଡାଙ୍କ ମୃତ୍ୟୁକୁ ନେଇ ଚିନ୍ତାରେ କର୍ତ୍ତୃପକ୍ଷ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ଆନାକୋଣ୍ଡାର ମୃତ୍ୟୁ କୁ ନେଇ ଚେନ୍ନାଇ ରୁ ଆସିବେ ଦୁଇ ଜଣିଆ ବିଶେଷଜ୍ଞ ଟିମ।

ନନ୍ଦନକନାନାକୁ ଛାଡ଼ୁନି ଶନି ଦଶା। ହାତୀ ମୃତ୍ୟୁ ର ରହସ୍ୟ ମନରୁ ନ ଲିଭୁଣୁ ଏବେ ଆନାକୋଣ୍ଡା ର ଗୋଟେ ଗୋଟେ ପରେ ମୃତ୍ୟୁ ଘଟୁଛି।ତେବେ ଚେନ୍ନାଇରୁ ଆସିଥିବା ୮ ଟି ଆନାକୋଣ୍ଡା ମଧରୁ ଦୁଇଟିର ମୃତ୍ୟୁ ହୋଇଛି।ଆଉ ୩ ଟି ଅସୁସ୍ଥ ରହିଛନ୍ତି। ତେବେ ଏହି ଅନାକୋଣ୍ଡା ମାନଙ୍କର ଚିକିତ୍ସା ପାଇଁ ସୋମବାର ଦିନ ଚେନ୍ନାଇ ରୁ ଆସୁଛନ୍ତି ବିଶେଷଜ୍ଞ ଟିମ।

Body:

ନନ୍ଦନକାନନ ରେ ଦୁଇ ଦିନ ତଳେ ଏକ ହଲଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା। ଆଜି ସକାଳ ସମୟରେ ଆଉ ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଛି। ତେବେ ଆଉ 3 ଟି ଆନାକୋଣ୍ଡା ର ସ୍ୱାସ୍ଥ୍ୟଅବସ୍ଥା ଖରାପ ରହିଛି। ଏନେଇ ବାକି 6 ଟି ଆନାକୋଣ୍ଡା କୁ ସମ୍ପୂର୍ଣ୍ଣ ରୂପେ ବର୍ତ୍ତମାନ ସମୟରେ ଆଣ୍ଟି ପ୍ରକୋଜଲ ଓ ଆଣ୍ଟି ବାୟୋଟିକ ଡ୍ରର୍ଗସ ଦେଇ ସମସ୍ତ ଆନାକୋଣ୍ଡାକୁ ଚିକିତ୍ସା କରାଯାଉଛି। ପ୍ରଥମତଃ ଚେନ୍ନାଇର ଏକ ଚିଡ଼ିଆଖାନାରେ ପୂର୍ବରୁ ରହୁଥିଲେ ମଧ୍ୟ ଓଡ଼ିଶାର ପରିବେଶ ଖାଆଖୁଆଇ ଚାଲିବା ନେଇ ଅସୁବିଧା ହେଉଛି। ଅନାକୋଣ୍ଡା ପାଇଁ ଏବେ ନନ୍ଦନକାନନ ରେ ଥିବା ଖୁଆଡକୁ ଗରମ କରାଯାଉଛି। ଜର୍ମ ମାରିବା ପାଇଁ ଗ୍ୟାସ ମାଧ୍ୟମରେ ସଂପୂର୍ଣ୍ଣ ଖୁଆଡ କୁ ସୁରକ୍ଷିତ ରଖାଯାଉଛି। ବ୍ୟାକ୍ଟେରିୟା ନା ରକ୍ତ ସଂକ୍ରମଣ ପାଇଁ ଅନାକୋଣ୍ଡାର ମୃତ୍ୟୁ ଘଟୁଛି ତାହା ଏବେ ଜଣାପଡିନାହିଁ। ମୃତ ଅନାକୋଣ୍ଡାର ରକ୍ତ ନମୁନା ଓୟୁଏଟି ଡାକ୍ତରୀ ଟିମ ନେଇ ପରୀକ୍ଷା କରୁଛି।

ନନ୍ଦନକାନନ ର ଡେ଼ପୁଟି ଡ଼ାଇରେକ୍ଟର ଜୟନ୍ତ ଦାସ ସୂଚନା ମୁତାବକ, ଚେନ୍ନାଇ ରୁ ଅନାକୋଣ୍ଡାରୁ ଅଣାଯାଇଥିବାରୁ ସେଠିକାର ଚିଡ଼ିଆଖାନାର ବିଶେଷଜ୍ଞ ଡାକ୍ତର ଓ କେୟାର ଟେକର ଡକାଯାଇଛି। ଏଥିସହ ତ୍ରିଭାମପୁରମ ଚିଡ଼ିଆଖାନାରୁ ମଧ୍ୟ ବିଶେଷଜ୍ଞ ଡାକ୍ତର ଙ୍କ ସହ ପରାମର୍ଶ କରାଯାଉଛି। ଏଭଳି ଭାବରେ ତ୍ରିଭାମପୁରମ ଚିଡ଼ିଆ ଖାନାରେ ଦୁଇଟି ଅନାକୋଣ୍ଡା ମୃତ୍ୟୁ ବରଣ କରିଥିଲେ। ଅକ୍ଟୋବର ମାସରେ ଆସିଥିବା ଅନାକୋଣ୍ଡା ଏବେ କିନ୍ତୁ ସେମାନଙ୍କର ମୃତ୍ୟୁକୁ ନେଇ ଚିନ୍ତାରେ କତ୍ତୃପକ୍ଷ। କିଛି ଦିନ ର ଲଗାତାର ଭାବରେ ହାତୀ ମୃତ୍ୟୁ କୁ ନେଇ ଚିନ୍ତାରେ ରହିଥିବା କତ୍ତୃପକ୍ଷ ଏବେ ଅନାକୋଣ୍ଡାଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢାଇଦେଇଛି।

Byte- ଜୟନ୍ତ ଦାସ, ଡେ଼ପୁଟି ଡ଼ାଇରେକ୍ଟର, ନନ୍ଦନକାନନ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.