ETV Bharat / city

ନବୀନ ନିବାସ ଘେରାଉ ସମୟରେ ମହିଳା କର୍ମୀଙ୍କୁ ଅସଦାଚରଣ ! - congress women workers protest

ଯୁବ କଂଗ୍ରେସ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପ୍ରତିବାଦ କରିବାକୁ ନବୀନ ନିବାସ ଯାଉଥିବା ବେଳେ ମହିଳା କର୍ମୀଙ୍କୁ ଅସଦାଚରଣ ଅଭିଯୋଗ । ଅଧିକ ପଢନ୍ତୁ...

ନବୀନ ନିବାସ ଘେରାଉ ସମୟରେ ମହିଳା କର୍ମୀଙ୍କୁ ଅସଦାଚରଣ ଅଭିଯୋଗ

author img

By

Published : Oct 30, 2021, 9:05 PM IST

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପ୍ରତିବାଦ କରିବାକୁ ଯୁବ କଂଗ୍ରେସ ନବୀନ ନିବାସ ଯାଉଥିବା ବେଳେ ମହିଳା କର୍ମୀଙ୍କୁ ଅସଦାଚରଣ ଅଭିଯୋଗ । ମହିଳା କର୍ମୀମାନଙ୍କୁ ପୋଲିସ ଉଠାଇନେଉଥିବା ବେଳେ ପୋଲିସ ଏଭଳି ଅସଦାଚରଣ କରିଥିବା କହିଛନ୍ତି ମହିଳା କର୍ମୀ । ଡ୍ରେସ ଚିରି ସେଫ୍ଟିପିନ ଫୁଟାଇ ଅସଦାଚରଣ କରିଥିବା ବେଳେ ଓଢଣୀ ନେଇଯାଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ମହିଳା କର୍ମୀ।

ନବୀନ ନିବାସ ଘେରାଉ ସମୟରେ ମହିଳା କର୍ମୀଙ୍କୁ ଅସଦାଚରଣ ଅଭିଯୋଗ

ଏହାକୁ ନେଇ କର୍ମୀମାନେ ଉଦବେଗ ପ୍ରକାଶ କରିବା ସହ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛି । ଆଉ ଧାରଣାରେ ବସି ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । କାରଣ, ଯେଉଁଠି ମହିଳାଙ୍କର ନ୍ୟାୟ ପାଇଁ ପ୍ରତିବାଦ କରିବାକୁ ଆସୁଥିବା ମହିଳା କର୍ମୀ ସୁରକ୍ଷିତ ନୁହନ୍ତି ସେଠାରେ ମମିତା, ଇତିଶ୍ରୀ ଭଳି ମହିଳାଙ୍କୁ କ’ଣ ନ୍ୟାୟ ମିଳିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.