ETV Bharat / city

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ସବଇନସ୍ପେକ୍ଟରଙ୍କ ନାମରେ ଅଭିଯୋଗ ଆଣିଲେ ଯୁବତୀ - Allegation of Deceive promise of marriage

ସଇତାନ ସାଜିଲେ ପୋଲିସ ସବଇନସ୍ପେକ୍ଟର । ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ । ଗର୍ଭବତୀ ହେବା ପରେ ବିବାହ ନକରି କଲେ ପ୍ରେମିକାର ଗର୍ଭନଷ୍ଟ । ଏପରି ଏକ ଅଭିଯୋଗ ଆସିଛି କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ସବଇନସ୍ପେକ୍ଟରଙ୍କ ନାମରେ । ଅଧିକ ପଢନ୍ତୁ...

police sub inspector suspended
ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ସବଇନସ୍ପେକ୍ଟରଙ୍କ ନାମରେ ଅଭିଯୋଗ ଆଣିଲେ ଯୁବତୀ
author img

By

Published : May 8, 2020, 11:28 AM IST

ଭୁବନେଶ୍ବର: ସଇତାନ ସାଜିଲେ ପୋଲିସ ସବଇନସ୍ପେକ୍ଟର । ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ । ଗର୍ଭବତୀ ହେବା ପରେ ବିବାହ ନକରି କଲେ ପ୍ରେମିକାର ଗର୍ଭନଷ୍ଟ । ଏପରି ଏକ ଅଭିଯୋଗ ଆସିଛି କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ସବଇନସ୍ପେକ୍ଟରଙ୍କ ନାମରେ । ଯୁବତୀ ଜଣ ଅଭିଯୋଗ କରିବାପରେ ଅଭିଯୁକ୍ତ ସବଇନସ୍ପେକ୍ଟର ରାକେଶ ସାମଲକୁ ନିଲମ୍ବିତ କରିଛି କମିଶନରେଟ ପୋଲିସ ।

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ସବଇନସ୍ପେକ୍ଟରଙ୍କ ନାମରେ ଅଭିଯୋଗ ଆଣିଲେ ଯୁବତୀ

ମହିଳା ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଅଭିଯୁକ୍ତ ରାକେଶ ସାମଲଙ୍କ ନାମରେ ଧାରା ୩୭୬, ୫୦୬, ୩୧୪ ଓ ୪୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ତେବେ ଅଭିଯୁକ୍ତ ୨ ମାସ ଧରି କାର୍ଯ୍ୟସ୍ଥଳୀରୁ ଫେରାର ଥିବା ସୂଚନା ରହିଛି ।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଯୁବତୀଙ୍କ ସହ ସବଇନସ୍ପେକ୍ଟର ରାକେଶ ସାମଲ ଫେସବୁକରେ ପ୍ରଥମେ ବନ୍ଧୁତା ହୋଇଥିଲା । ପରେ ଏହି ବନ୍ଧୁତାରୁ ପ୍ରେମ ସମ୍ପର୍କ ଗଢିଉଠିଥିଲା । ସମ୍ପର୍କ ନିବିଡ ହେବା ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବକ ରଖିଥିଲେ ଶାରିରୀକ ସମ୍ପର୍କ । ପରେ ଗର୍ଭବତୀ ହେବା ପରେ ସବଇନସ୍ପେକ୍ଟର ତାଙ୍କ ଗର୍ଭ ନଷ୍ଟ କରିଦେଇଥିବା ପ୍ରକାଶ କରିଛନ୍ତି ଏସଆଇଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଯୁବତୀ । ତେବେ କମିଶନରେଟ ପୋଲିସରେ କାର୍ଯ୍ୟରତ ସବଇନସ୍ପେକ୍ଟରଙ୍କ ଏପରି କାର୍ଯ୍ୟରେ ସାରା ପୋଲିସ ବଦନାମ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.