ETV Bharat / city

ଅକ୍ଟୋବରରେ ଖୋଲିବ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ - odisha tourist places

ଦୀର୍ଘ ମାସର ବ୍ୟବଧାନ ପରେ ଅକ୍ଟୋବର ମାସରୁ ଖୋଲିବ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ । ଏନେଇ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ । ଅଧିକ ପଢନ୍ତୁ...

ଅକ୍ଟୋବର ମାସରେ ଖୋଲିବ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ

author img

By

Published : Sep 27, 2020, 1:47 PM IST

ଭୁବନେଶ୍ବର: ଦୀର୍ଘ ମାସର ବ୍ୟବଧାନ ପରେ ଅକ୍ଟୋବର ମାସରୁ ଖୋଲିବ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ । ଏନେଇ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ।

ମହାମାରୀ କୋରୋନା କାରଣରୁ ଦୀର୍ଘ ମାସ ଧରି ବନ୍ଦ ରହିଛି ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ । ଆଜି ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଅକ୍ଟୋବରରୁ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବା ନେଇ ପ୍ଲାନ ଥିବା କହିଛନ୍ତି । ତେବେ ଏସବୁ ପର୍ଯ୍ୟାୟକ୍ରମେ ଖୋଲିବ । ଏହାସହ ଚଳିତ ବର୍ଷ ୫ଟି ସ୍ଥାନରେ ଇକୋ ରିଟ୍ରିଟ କରାଯିବ ।

ସେ ଏହା ମଧ୍ୟ କହିଛନ୍ତି ଯେ, ଧାର୍ମିକ ସ୍ଥଳ ଖୋଲିବ କି ନାହିଁ ସେ ନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ମୁଖ୍ୟ ନିଷ୍ପତ୍ତି ନେବେ । ଠିକ ସମୟରେ ସେମାନେ ଏହାର ନିଷ୍ପତ୍ତି ନେବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.