ETV Bharat / city

ବିଜୟର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର: ରୁଦ୍ର ପ୍ରତାପ

author img

By

Published : Oct 4, 2021, 8:56 PM IST

ପିପିଲି ଉପ-ନିର୍ବାଚନରେ ବାଜିମାତ କରିଛନ୍ତି ଜୁନିୟର ମହାରଥୀ । ବାପାଙ୍କ ଗଡକୁ ବଜାୟ ରଖିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ଏନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିପିଲିବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ରୁଦ୍ର । ଅଧିକ ପଢନ୍ତୁ...

Rudra Pratap Maharathy
Rudra Pratap Maharathy

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନରେ ବାଜିମାତ କରିଛନ୍ତି ଜୁନିୟର ମହାରଥୀ । ବାପାଙ୍କ ଗଡକୁ ବଜାୟ ରଖିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ଏନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିପିଲିବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ରୁଦ୍ର ।

ବିଜୟର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ରୁଦ୍ର ପ୍ରତାପ

ରୁଦ୍ର କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାମ ପ୍ରତି ଜନସାଧାରଣଙ୍କ ସମର୍ଥନ ରହିଛି । ଯାହାର ଫଳ ପିପିଲି ବିଜୟ । ନବୀନ ପଟ୍ଟନାୟକଙ୍କ ନେତୃତ୍ବ ପ୍ରତି ଜନସାଧାରଣଙ୍କର ଆସ୍ଥା ସୁଦୃଢ ହେଉଛି । ସେହିପରି ପିପିଲିବାସୀଙ୍କ ପାଇଁ କାମ କରିବା ସହ ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ଲାଗି ସମସ୍ତ ପଦକ୍ଷେପ ନେବେ ବୋଲି ରୁଦ୍ର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.