ETV Bharat / city

4ଦିନିଆ ଓଡିଶା ଗସ୍ତରେ କଂଗ୍ରେସ ପ୍ରଭାରୀ

author img

By

Published : Oct 1, 2019, 3:11 PM IST

ଓଡିଶା ପହଞ୍ଚିଲେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ । 4 ଦିନିଆ ଗସ୍ତରେ ଆସିଥିବା ଏଆଇସିସି ସାଧାରଣ ସମ୍ପାଦକ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଫାଇଲ ଫଟୋ

ଭୁବନେଶ୍ବର: ଓଡିଶାରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ । 4ଦିନିଆ ଗସ୍ତରେ ଆସିଥିବା ଏଆଇସିସିର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂ କଂଗ୍ରେସ ଭବନରେ ପ୍ରେରକ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିସହ ପ୍ରତି ଜିଲ୍ଲାରୁ 4-5 ଜଣ ପ୍ରେରକ ଯୋଗ ଦେବେ । ସନ୍ଧ୍ୟାରେ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆସନ୍ତାକାଲି ଜନତା ମଇଦାନରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରି କଂଗ୍ରେସ ଭବନକୁ ପଦଯାତ୍ରା କରିବେ । ସେଠାରୁ ସାଲେପୁରରେ ଦଳିତ ପରିବାର ସହ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ନିଶ୍ଚିନ୍ତକୋଇଲିକୁ ପଦଯାତ୍ରା ଓ ସଭାରେ ଯୋଗ ଦେବେ । ସେଠାରୁ ଆସିବା ପରେ 3ତାରିଖରେ ବିଜେପୁର ଗସ୍ତ କରି ସାଧାରଣ ସଭା କରିବେ । 4ରେ କଂଗ୍ରେସ ଭବନରେ ବୁଦ୍ଧିଜୀବୀଙ୍କ ସମ୍ମିଳନୀରେ ଯୋଗ ଦେବେ ଜିତେନ୍ଦ୍ର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଓଡ଼ିଶାରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ। ଚାରି ଦିନ ଧରି ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କ ଓଡିଶା ଗସ୍ତ। ଆଜି କଂଗ୍ରେସ ଭବନରେ ପ୍ରେରକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି। ପ୍ରତି ଜିଲାରୁ ଚାରି ପାଞ୍ଚ ଜଣ ପ୍ରେରକ ଯୋଗ ଦେବେ। ସନ୍ଧ୍ୟାରେ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ।
ଦୁଇ ତାରିଖ ଜନତା ମଇଦାନରେ ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରି କଂଗ୍ରେସ ଭବନକୁ ପଦଯାତ୍ରା ହେବ।
ଏହାପରେ ଜିତେନ୍ଦ୍ର ସିଂହ ସାଲେପୁରରେ ଜଣେ ଦଳିତଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବେ। ପରେ ନିଶ୍ଚିନ୍ତକୋଇଲିରେ ପଦଯାତ୍ରା ଓ ସଭା ହେବ। ତିନି ତାରିଖରେ ଜିତେନ୍ଦ୍ର ସିଂହ ବିଜେପୁର ଗସ୍ତ କରି ସାଧାରଣ ସଭା କରିବେ। ଚାରି ତାରିଖ ଦିନ ଭୁବନେଶ୍ଵର କଂଗ୍ରେସ ଭବନରେ ବୁଦ୍ଧିଜିବୀ ସମ୍ମିଳନୀରେ ଯୋଗ ଦେବେ ଜିତେନ୍ଦ୍ର ସିଂହ। Body:ବାଇଟ ଜିତେନ୍ଦ୍ର ସିଂ, ଓଡିଶା କଂଗ୍ରେସ ପ୍ରଭାରୀConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.