ETV Bharat / city

ପ୍ରତ୍ୟେକ ୱାର୍ଡରେ ବିଜେପି ସ୍ଥିତି ସୁଦୃଢ ହେଉଛି: ପୃଥ୍ବୀରାଜ ହରିଚନ୍ଦନ

author img

By

Published : Dec 31, 2021, 9:18 PM IST

ନିର୍ବାଚନ ପୂର୍ବରୁ ବିଜେପିର ଜୋରଦାର ପ୍ରସ୍ତୁତି ଜାରି ରହିଛି । ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ବିଜେପି । ଅଧିକ ପଢ଼ନ୍ତୁ

ପ୍ରତ୍ୟେକ ୱାର୍ଡରେ ବିଜେପି ସ୍ଥିତିକୁ ସୁଦୃଢ଼ ହେଉଛି: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବିଜେପିର ଜୋରଦାର ପ୍ରସ୍ତୁତି ଜାରି ରହିଛି । ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ବିଜେପି । ଏହା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ନର୍ବାଚନ ପୂର୍ବରୁ ସେ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ଦୁର୍ନୀତି ଭ୍ରଷ୍ଟାଚାର ବଢ଼ିଥିବା ନେଇ ଅଭିଯୋଗ କରିଛି ବିଜେପି ।

ପଞ୍ଚାୟତ ବା ପୌରନିର୍ବାଚନ ପୂର୍ବରୁ କୋରୋନା କାଳରେ ପ୍ରଧାନମନ୍ତ୍ରୀ ଲୋକଙ୍କ ପାଇଁ କିଭଳି ଯୋଜନା କରିଛନ୍ତି ତାହା ଲୋକଙ୍କୁ ଜଣାଇବ ବିଜେପି । ଅଲଗା ଦଳରୁ ଲୋକଙ୍କୁ ଆଣି ନିଜ ଦଳରେ ମିଶାଇଲେ ଦଳକୁ ସଫଳତା ମିଳିବ ବୋଲି ଭାବୁଛି ବିଜେଡି । ତେବେ ତାହା ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ୱାର୍ଡରେ ବିଜେପି ନିଜ ସ୍ଥିତିକୁ ସୁଦୃଢ଼ କରିବା ଆରମ୍ଭ କରିଛି । ଗୁଜାୁରାଟ, ମଧ୍ୟ ପ୍ରଦେଶ ଢାଞ୍ଚାରେ ବିଜେପି ସଂଗଠନକୁ ସୁଦୃଢ଼ କରୁଛି । ନିର୍ବାଚନ ବୈତରଣୀ ପାର ହେବାକୁ ଚ୍ୟାଲେଞ୍ଜ ନେବ ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.