ETV Bharat / city

ପୁଣି 15 ଜଣଙ୍କ ଜୀବନ ନେଲା କୋରୋନା, ପୁରୀରେ ସର୍ବାଧିକ 3 ମୃତ୍ୟୁ

author img

By

Published : Sep 25, 2020, 12:50 PM IST

ଆଜି ରାଜ୍ୟରେ ପୁଣି କୋରୋନାରେ 15 ଜଣଙ୍କ ମୃତ୍ୟୁ ହୋଇଛି । ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 767ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ପୁଣି 15 ଜଣଙ୍କ ଜୀବନ ନେଲା କୋରୋନା
ପୁଣି 15 ଜଣଙ୍କ ଜୀବନ ନେଲା କୋରୋନା

ଭୁବନେଶ୍ବର:ଆଜି ରାଜ୍ୟରେ ପୁଣି 15 ଜଣ କୋରୋନାରେ ଆଖି ବୁଜିଛନ୍ତି । ଏନେଇ ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନୁଗୋଳରୁ ଜଣେ 60 ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ନେଇଛି କୋରୋନା । ଭୁବନେଶ୍ବରରୁ 70 ଓ 76 ବର୍ଷର ଦୁଇ ବ୍ୟକ୍ତି କୋରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ବଲାଙ୍ଗୀର ଓ କନ୍ଧମାଳରୁ ଗୋଟିଏ ଲେଖାଏଁ ଜୀବନ ଯାଇଛି । ଉଭୟେ ପୂର୍ବରୁ ମଧୁମେହ ଓ ଉଚ୍ଚରକ୍ତ ଚାପରେ ରୋଗରେ ପୀଡିତ ହୋଇଥିଲେ ।

ଭୁବନେଶ୍ବର ଅଞ୍ଚଳରୁ 60 ଓ 63 ବର୍ଷୀୟ ବୟସ୍କଙ୍କ କୋରୋନା ଜୀବନ ନେଇଛି । ସେହିପରି କଟକରୁ ଜଣେ 72 ବର୍ଷର ମହିଳା କୋରୋନାରେ ମୃତ୍ୟୁ ଘଟିଛି । କେନ୍ଦ୍ରାପଡାରେ ମଧ୍ୟ 81 ବର୍ଷୀୟ ବୃଦ୍ଧଙ୍କ କୋରୋନା ଜୀବନ ନେଇଛି । ମୟୂରଭଞ୍ଜରୁ ମଧ୍ୟ ଜଣେ 45 ବର୍ଷର ମହିଳା ଓ 59 ବର୍ଷର ପୁରୁଷ ରହିଛନ୍ତି । ଆଜି ପୁରୀରେ ସର୍ବାଧିକ 3 ଟି ଜୀବନ ଯାଇଛି । ଜଣେ 60 ବର୍ଷୀୟ ମହିଳା ଓ ଜଣେ 84 ବର୍ଷୀୟ ବୃଦ୍ଧ ସହ 60 ବର୍ଷର ବ୍ୟକ୍ତି ରହିଛନ୍ତି । ରାୟଗଡାରୁ ମଧ୍ୟ 56 ବର୍ଷର ମହିଳା କୋରୋନାରେ ଜୀବନ ଯାଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 767ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.