ETV Bharat / city

ରାଜ୍ୟରେ ପୁଣି କୋରୋନା ନେଲା 11 ଜୀବନ

author img

By

Published : Sep 12, 2020, 12:43 PM IST

ରାଜ୍ୟରେ ପୁଣି 11ଜଣଙ୍କ କୋରୋନା ଜନିତ ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ 3ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମହାମାରୀ ଯୋଗୁଁ 616ଜଣଙ୍କ ପ୍ରାଣହାନୀ ହୋଇଛି ।

ରାଜ୍ୟରେ ପୁଣି କୋରୋନା ନେଲା 11 ଜୀବନ
ରାଜ୍ୟରେ ପୁଣି କୋରୋନା ନେଲା 11 ଜୀବନ

ଭୁବନେଶ୍ବର: ରାଜ୍ୟରେ ପୁଣି 11ଜଣଙ୍କ କୋରୋନା ଜନିତ ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ 3ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମହାମାରୀ ଯୋଗୁଁ 616 ଜଣଙ୍କ ପ୍ରାଣହାନୀ ହୋଇଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାନୁସାରେ ଆଜି ଭୁବନେଶ୍ବରରେ 30 ବର୍ଷର ଓ 82 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀରରେ 70 ବର୍ଷର ପୁରୁଷ, କଟକରେ 66 ବର୍ଷର ମହିଳା, 88 ବର୍ଷ ଓ 45 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି।

ରାଜ୍ୟରେ ପୁଣି କୋରୋନା ନେଲା 11 ଜୀବନ
ଫଟୋ ସୌଜନ୍ୟ: ଟ୍ବିଟର @HFWOdisha

ସେହିପରି ଯାଜପୁରରେ 48 ବର୍ଷର ପୁରୁଷ, କନ୍ଧମାଳରେ 64 ବର୍ଷର ମହିଳା, କେନ୍ଦୁଝରରେ 75 ବର୍ଷର ପୁରୁଷ, ନୟାଗଡରେ 56 ବର୍ଷର ପୁରୁଷ ଓ ରାୟଗଡାରେ 63 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.