ETV Bharat / city

ସ୍କୁଲରେ ବେଆଇନ ଭାବରେ ବହି ବିକିଲେ କାର୍ଯ୍ୟାନୁଷ୍ଠାନ - ବହି ବିକିଲେ କାର୍ଯ୍ୟାନୁଷ୍ଠାନ

ଅଭିଭାବକ ସଂଘ ଜାରିକଲା ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର । ସ୍କୁଲରେ ବହି ବିକିଲେ କାର୍ଯ୍ୟାନୁଷ୍ଠାନ । ଜାଣନ୍ତୁ ସମ୍ପୂର୍ଣ୍ଣ ଖବର...

ସ୍କୁଲରେ ବେଆଇନ ଭାବରେ ବହି ବିକିଲେ କାର୍ଯ୍ୟାନୁଷ୍ଠାନ

author img

By

Published : Mar 8, 2020, 2:33 AM IST

ଭୁବନେଶ୍ବର: ଅଭିଭାବକ ସଂଘ ଜାରିକଲା ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର । ସ୍କୁଲରେ ବହି ବିକିଲେ କାର୍ଯ୍ୟାନୁଷ୍ଠାନ । ସ୍କୁଲରେ ବହି ବିକ୍ରି କରିପାରିବେନି ଘରୋଇ ସ୍କୁଲ କର୍ତ୍ତୃପକ୍ଷ । ସ୍କୁଲ ଉପରେ ନଜର ରଖିବାକୁ ଜିଲ୍ଲା ଏସପିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ । ଅଭିଭାବକଙ୍କ ଦୃଷ୍ଟି ଆକର୍ଷଣ ପରେ ଡିଜିପିଙ୍କ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଅଭିଭାବକ ମହାସଂଘ ।

ସ୍କୁଲରେ ବେଆଇନ ଭାବରେ ବହି ବିକିଲେ କାର୍ଯ୍ୟାନୁଷ୍ଠାନ

ସ୍କୁଲରେ ବ୍ୟବସାୟିକ କାର୍ଯ୍ୟ ନକରିବାକୁ ଏଚ୍ଚ ଆର୍ ଡି ମନ୍ତ୍ରାଳୟର ନିର୍ଦ୍ଦେଶ ଜାରି । ପ୍ରାୟ ଘରୋଇ ସ୍କୁଲରେ ବେଆଇନ ଭାବରେ ବହି ବିକ୍ରି କରିବାକୁ ନେଇ ଅଭିଭାବକ ମହାସଂଘ ଆନ୍ଦୋଳନ କରିଥିଲା । ଯାହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଯଦି କୌଣସି ଘରୋଇ ସ୍କୁଲରେ ବେଆଇନ ଭାବରେ ବହି ବିକ୍ରି ହେଉଛି ତେବେ ଅଭିଭାବକ ମହାସଂଘ ଏକ ଟୋଲ୍ ଫ୍ରି ନମ୍ବର ରଖିଛନ୍ତି ।

ଯାହା ଅସୁବିଧାରେ ପଡୁଥିବା ଅଭିଭାବକ ମାନେ ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ ଜଣାଇପାରିବେ । ସେହି ଟୋଲ ଫ୍ରି ନମ୍ବର ହେଉଛି 7707718888 ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.