ETV Bharat / city

ଟଙ୍କପାଣିରେ ଓଲଟିଲା ଅଟୋ, 3ସ୍କୁଲ ପିଲା ଗୁରୁତର - ଟଙ୍କପାଣିରେ ଓଲଟିଲା ଅଟୋ

ରାଜଧାନୀରେ ଓଲଟିଲା ଅଟୋ । ବେପରୁଆ ଗାଡି ଚାଳନା ଯୋଗୁଁ ଅଟୋରେ ଥିବା 3 ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ।

ଡିଜାଇନ ଫଟୋ
author img

By

Published : Aug 29, 2019, 1:00 PM IST

Updated : Aug 29, 2019, 6:22 PM IST

ଭୁବନେଶ୍ବର: ରାଜଧାନୀରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । 3 ସ୍କୁଲ ଛାତ୍ରଛାତ୍ରୀ ଗୁରୁତର ଆହତ । ଏଭଳି ଦୁଃଖଦ ଘଟଣା ଘଟିଛି ଭୁବନେଶ୍ବରର ଟଙ୍କପାଣି ରୋଡରେ । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । ସମସ୍ତ ଛାତ୍ରଛାତ୍ରୀ ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବୋଲି ଜଣାପଡିଛି । ଅନ୍ୟପଟେ ଏଭଳି ଦୁର୍ଘଟଣା ସମ୍ପର୍କରେ କମିଶନରେଟ ପୋଲିସ ପାଖରେ କୌଣସି ସୂଚନା ନଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସ୍ଲୋଗ - ଜବରଦାଖଲ ଉଚ୍ଛେଦ 2 ଥର ।
ଫର୍ମାଟ - ଏଭିବିବି, ୨୯/୦୮/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------
ଆଙ୍କର-ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିଛ।ଳୟ ସାମନାରେ ଥିବା ସରକାରୀ ଜାଗାରେ ବହୁଦିନରୁ ଗଢି ଉଠିଥିବା ଅଠର ଟି ଅସ୍ଥାୟୀ ଦୋକାନ ଗୃହ ଉପରେ ଯେ ସି ବି ଚଳାଇଲା ଜିଲ୍ଲା ପ୍ରଶାସନ ୨ ଥର ପାଇଁ ଉଚ୍ଛେଦ।ଗରିବ ଆଦିବାସୀ, ହରିଜନ ସମ୍ପ୍ରଦାୟର ଲୋକ ମାନେ ଏହି ସରକାରୀ ଜାଗାରେ ଗତ କେଇ ବର୍ଷ ଧରି ଅସ୍ଥାୟୀ ଦୋକାନ ଗୃହ ନିର୍ମାଣ କରି ଚା ଦୋକାନ,ପନିପରିବା,ପାନ ଦୋକାନ କରି ବଞ୍ଚୁଥିଲେ, ଜିଲ୍ଲା ମୁଖ୍ୟ ଚିକିଛଳୟକୁ ଆସୁଥିବା ଲୋକଙ୍କୁ ନେଇ ଏହି ଦୋକାନ କରିଥିବା ଲୋକଙ୍କ ବ୍ୟବସାୟ ଚାଲୁଥିଲା, କେବଳ ଜିଲ୍ଲା ପ୍ରଶାସନ ଭାଙ୍ଗିଦେଲା ଦୋକାନ ଗୃହ, ସହରରେ ଅନେକ ବଡ ବଡ ଲୋକ ସରକାରୀ ଜମି ଅକ୍ତିଆର କରି ଦୋକାନ,ବାସ ଗୃହ କରି ରହୁଛନ୍ତି ତଥାପି ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ବେଳେ, ଆମ ଭଳି ଗରିବ ଖଟିଖିଆ ମାନଙ୍କର ଦୋକାନ ଘର ଭାଙ୍ଗିଦେଲେ ବୋଲି ଅଭିଯୋଗ କରିଛନ୍ତି ଜବରଦଖଲକାରୀ ଏବେ ଆମେ ରୋଜଗାର ହୀନ ହୋଇ କେମିତି ବଂଚିବୁ ସରକାର ଆମକୁ ରାସ୍ତା ଦେଖନ୍ତୁ ବୋଲି କହିଛନ୍ତି ଜବରଦଖଲ କାରୀ।
ବାଇଟ-1--ହେମୋଲତା ମଝି ( ମାଜିଷ୍ଟ୍ରେଟ )
ବାଇଟ-2- କ୍ଷତିଗ୍ରସ୍ତBody:Tapan Kumar Bissoyi Conclusion:NABARANGPUR
Last Updated : Aug 29, 2019, 6:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.