ETV Bharat / city

ନବୀନ ନିବାସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ - ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନ୍ୟାୟ ନ ପାଇ ନବୀନ ନିବାସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଯୁବକ ଜଣକ ହେଲେ ମାହଙ୍ଗା ଅଞ୍ଚଳର ରବିନ୍ଦ୍ର କୁମାର ଦାଶ । ପୋଲିସ ତାଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 17, 2019, 5:24 PM IST

ଭୁବନେଶ୍ବର: ନବୀନ ନିବାସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଯୁକ୍ତଦୁଇ ପରୀକ୍ଷା ଫଳକୁ ନେଇ ହତାଶ ହୋଇ ଶେଷରେ ଆତ୍ମହତ୍ୟା କରିଛନ୍ତି ଯୁବକ । ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ବଞ୍ଚାଇଛି । ଯୁବକ ଜଣକ ହେଲେ ମହାଙ୍ଗା ଅଞ୍ଚଳର ରବିନ୍ଦ୍ର କୁମାର ଦାଶ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେ 2008ରୁ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । ହେଲେ ପରୀକ୍ଷା ଫଳ ଆଶା ଜନକ ନ ହେବାରୁ ସେ ରେଜଲ୍ଟକୁ ନେଇ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ଦୀର୍ଘ ବର୍ଷ ପରେ ବି ମାମଲାର କୌଣସି ସମାଧାନ ହେବାରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ । ତେବେ ପୋଲିସ ତାଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ନବୀନ ନିବାସ ସମ୍ମୁଖରେ ଯୁବକର ଅଥମହତ୍ୟା ଉଦ୍ୟମ।

ନବୀନ ନିବାସ ସମ୍ମୁଖରେ ଜଣେ ଯୁବକ ଅଥମହତ୍ୟା ପାଇଁ ଉଧ୍ୟମ କରିଛି। ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ ଓ ସାଠିଫିକେଟ କୁ ନେଇ ସମ୍ପୂର୍କ୍ତ ଯୁବକ ଅଥମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।

Body:

ଯୁବକ ଜଣଙ୍କ ହେଉଛନ୍ତି ରବୀନ୍ଦ୍ର କୁମାର ଦାସ, ମହଙ୍ଗା ଅଂଚଳରେ ରୁହନ୍ତି। 2008 ମସିହାରେ ଯୁକ୍ତ ଦୁଇ ପରୀକ୍ଷା ଦେଇ ଥିଲେ। କିନ୍ତୁ ତାଙ୍କ ର ଆଜି ପର୍ଯ୍ୟନ୍ତ କିଛି ବି ସମାଧାନ ହୋଇନଥୁବା ବେଳେ ହାଇକୋର୍ଟ ରେ ମଧ୍ୟ ଏହି ରେଜଲ୍ଟ କୁ ନେଇ ଏକ ମାମଲା କରିଥିଲେ ରବୀନ୍ଦ୍ର।
ଦୀର୍ଘ ବର୍ଷ ପରେ ପରୀକ୍ଷା କୁ ନେଇ ହତାଶ ହୋଇ ସେଶରେ ଅଥମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଯୁବକ ଜଣକ ବେକରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଏହି ସମୟରେ ପୋଲିସ ଯୁବକ ଙ୍କ ପାଖ କୁ ଦୌଡ଼ିଥିଲେ। ଠିକ ସମୟରେ ପୋଲିସ ପହଁଚି ଯୁବକକୁ ବଞ୍ଚିଥିଲେ।
ଏପରି ନାଟକୀୟ ଘଟଣା ଘଟିଥିଲା ନବୀନ ନିବାସ ସମ୍ମୁଖରେ। ଘଟଣା ସ୍ଥଳରୁ ଯୁବକକୁ ଉଦ୍ଧାର କରି ପୋଲିସ ତାର ହେପାଯାତାକୁ ନେଇଥିଲା।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.