ETV Bharat / city

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆରମ୍ଭ ହେଲା 'କୋରୋନା' ଭାଇରସ ସ୍କ୍ରିନିଂ - a screening start in biju patnaik international airport

ରାଜ୍ୟ ସରକାରଙ୍କ ଆଡଭାଇଜରୀ ଜାରି ହେବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ଆରମ୍ଭ ହୋଇଛି କୋରୋନା ଭାଇରସ ସ୍କ୍ରିନିଂ।

karona virus
ଆରମ୍ଭ ହେଲା 'କୋରୋନା' ଭାଇରସ ସ୍କ୍ରିନିଂ
author img

By

Published : Jan 27, 2020, 12:24 PM IST

ଭୁବନେଶ୍ବର: କୋରୋନା ଭାଇରସ ନେଇ ସାରା ବିଶ୍ବ ଆତଙ୍କିତ ଥିବାବେଳେ ଏହାକୁ ନେଇ ଭାରତ ସରକାର ସମେତ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି । ଏନେଇ ରାଜ୍ୟ ସରକାରଙ୍କ ଆଡଭାଇଜାରୀ ଜାରି ହେବା ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆରମ୍ଭ ହୋଇଛି କୋରୋନା ଭାଇରସ ସ୍କ୍ରିନିଂ। ଆଜି(ସୋମବାର) ଠାରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି।

karona virus
'କୋରୋନା' ଭାଇରସ ସ୍କ୍ରିନିଂ

ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ,ଏକ ମେଡିକାଲ ଟିମ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଯେଉଁଥିରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ମଧ୍ୟ ସାମିଲ ଅଛନ୍ତି । ବିମାନବନ୍ଦରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ପରୀକ୍ଷା କରାଯାଉଛି । ଏହାସହ ବିମାନ ଯାତ୍ରୀଙ୍କ ଚେକିଂ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଥିବା ସୂଚନା ଦେଇଛନ୍ତି ବିମାନ ବନ୍ଦରର ନିର୍ଦ୍ଦେଶକ।

karona virus
'କୋରୋନା' ଭାଇରସ ନେଇ ଚେକିଂ କଡାକଡି

ବିଶେଷ କରି ଯେଉଁ ବିମାନ ଯାତ୍ରୀ ଆସୁଛନ୍ତି ତାଙ୍କର ରିପୋର୍ଟ ନିଆଯାଉଛି। ଫଳରେ ଅନେକ ଯାତ୍ରୀଙ୍କ ପାଇଁ ଏହା ଫଳପ୍ରଦ ହୋଇପାରୁଛି। ଅନ୍ୟପଟେ କୋରୋନା ଭାଇରସକୁ ନେଇ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ ।

Intro:ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆରମ୍ଭ ହୋଇଛି କୋରୋନା ଭାଇରସ ସ୍କ୍ରିନିଂ। ଆଜି ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ମେଡିକାଲ ଷ୍ଟାଫ ଯେଉଁଥିରେ କି କ୍ୟାପିଟାଲ ହସ୍ପିଟାଲର ଡାକ୍ତର ମଧ୍ୟ ସାମିଲ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ ଏହି ସ୍କ୍ରିନିଂ କରାଯାଇଛି। ବିଶେଷ କରି ଯେଉଁ ବିମାନ ଯାତ୍ରୀ ଆସୁଛନ୍ତି ତାଙ୍କର ରିପୋର୍ଟ ନିଆଯାଉଛି। ଫଳରେ ଅନକେ ଯାତ୍ରୀଙ୍କ ପାଇଁ ଏହା ଫଳପ୍ରଦ ହୋଇଛି। ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦରର ନିର୍ଦ୍ଦେଶକ।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.