ETV Bharat / city

ମାଓ ସମୀକ୍ଷା ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମାଲକାନଗିରି ଓ ନବରଙ୍ଗପୁର - ଗୃହମନ୍ତ୍ରୀ ଅମିତ ଶାହା

ମାଓ ସମୀକ୍ଷା ବୈଠକରେ ନବୀନ ଓଡିଶା ପକ୍ଷରୁ ଦାବି ରଖିଛନ୍ତି । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳସେବା, ମାଓ ପ୍ରଭାବିତ ଜିଲ୍ଲାକୁ ବ୍ୟାଙ୍କିଂ ସେବା ଓ ଟେଲିକମ ସେବା ଯୋଗାଇବା ଉପରେ ରାଜ୍ୟ ଦାବି କରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 27, 2019, 7:45 PM IST

ଭୁବନେଶ୍ବର: ମାଓ ମୁକାବିଲା ରଣନୀତି ନେଇ ଦିଲ୍ଲୀରେ ହୋଇଥିବା ବୈଠକରେ ଭିତ୍ତିଭୂମିର ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଟେଲିଫୋନ୍ ଓ ବ୍ୟାଙ୍କିଂ ସେବା ସହିତ ରେଳ ଯୋଗାଯୋଗ କରିବାକୁ ସେ ଦାବି ଉଠାଇଛନ୍ତି । ତେବେ ଦିଲ୍ଲୀରୁ ଫେରି ନିଜ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭିିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ମାଓ ସମୀକ୍ଷା ବୈଠକରେ ନବୀନ ଓଡିଶା ପକ୍ଷରୁ ଦାବି ରଖିଛନ୍ତି । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳସେବା, ମାଓ ପ୍ରଭାବିତ ଜିଲ୍ଲାକୁ ବ୍ୟାଙ୍କିଂ ସେବା ଓ ଟେଲିକମ ସେବା ଯୋଗାଇବା ଉପରେ ରାଜ୍ୟ ଦାବି କରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

ସୂଚନା ଅନୁସାରେ ଗତକାଲି (ସୋମବାର) ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ଠାରେ ମାଓ ମୁକାବିଲା ବୈଠକ ବସିଥିଲା । ଏହି ସମୀକ୍ଷା ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ
ମୁଖ୍ୟ ଶାସନ ସଚିବ ଓ ଡିଜିପି ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ମାଓ ମୁକାବିଲା ରଣନୀତି ନେଇ ଦିଲ୍ଲୀରେ ହୋଇଥିବା ବୈଠକରେ ଭିତ୍ତିଭୂମିର ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଟେଲିଫୋନ୍ ଓ ବ୍ୟାଙ୍କିଂ ସେବା ସହିତ ରେଳ ଯୋଗାଯୋଗ କରିବାକୁ ସେ ଦାବି ଉଠାଇଛନ୍ତି।Body:ଦିଲ୍ଲୀରୁ ଫେରି ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ମାଓ ମୁକାବିଲା ବୈଠକରେ ନବୀନ ଙ୍କ ଦାବି ନବରଙ୍ଗପୁର ମାଲକାନଗିରି ଜିଲ୍ଲାକୁ ରେଳସେବା, ମାଓ ପ୍ରଭାବିତ ଜିଲ୍ଲାକୁ ବ୍ୟାଙ୍କିଙ୍ଗ ସେବା ଓ ଟେଲିକମ ସେବା ଯୋଗାଇବା ଉପରେ ଓଡିଶା ଦାବି କରିଛି ବୋଲି ମୁଖ୍ୟମନ୍ତ୍ରୀ ପତିକ୍ରିୟା ରଖିଛନ୍ତିConclusion:ସୂଚନା ଅନୁସାରେ ଆସନ୍ତା ୨୬ ତାରିଖରେ ଗୃହମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଦୀଲ୍ଲୀ ଠାରେ ମାଓ ମୁକାବିଲା ବୈଠକ
ବସିଥିଲା ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମେତ
ମୁଖ୍ୟ ଶାସନ ସଚିବ ଓ ଡିଜିପି ଯୋଗଦେଇଥିଲେ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.