ETV Bharat / city

ନୂଆ ଜୀବନ ପାଇଲା 25 ଦିନର କୋରୋନା ଆକ୍ରାନ୍ତ ଶିଶୁ

ନୂଆ ଜୀବନ ପାଇଲା 25 ଦିନର କୋରୋନା ଆକ୍ରାନ୍ତ ଶିଶୁ। କୋରୋନାରେ ସଂକ୍ରମିତ ହେବାପରେ ଶିଶୁଟିକୁ କଳାହାଣ୍ଡିରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା। ଅଧିକ ପଢନ୍ତୁ...

author img

By

Published : May 14, 2021, 5:38 PM IST

Updated : May 14, 2021, 8:16 PM IST

ନୂଆ ଜୀବନ ପାଇଲା 25 ଦିନର କୋରୋନା ଆକ୍ରାନ୍ତ ଶିଶୁ
ନୂଆ ଜୀବନ ପାଇଲା 25 ଦିନର କୋରୋନା ଆକ୍ରାନ୍ତ ଶିଶୁ

ଭୁବନେଶ୍ବର: ନୂଆ ଜୀବନ ପାଇଲା 25 ଦିନର କୋରୋନା ଆକ୍ରାନ୍ତ ଶିଶୁ। କୋରୋନାରେ ସଂକ୍ରମିତ ହେବାପରେ ଶିଶୁଟିକୁ କଳାହାଣ୍ଡିରୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା।

ଶିଶୁଟି ଗୁରୁତର ହୋଇଯାଇଥିବାରୁ ତାକୁ ଭେଣ୍ଟଲେଟରରେ 10 ଦିନ ପର୍ଯ୍ୟନ୍ତ ରଖାଯାଇଥିଲା। ଏହାସହ ଶିଶୁଟିକୁ ରେମଡିସିଭର, ଷ୍ଟେରେଡ଼ ଓ ଅନ୍ୟ ସବୁ ମେଡିସିନ ମଧ୍ୟ ଦିଆଯାଇ ଚିକିତ୍ସା କରାଯାଉଥିଲା।

ଡାକ୍ତରଖାନାରେ 21 ଦିନ ଧରି ଚିକିତ୍ସା ହେବାପରେ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛି। ଏହି ଖବରକୁ ନେଇ ହସ୍ପିଟାଲରେ ଖୁସିରେ ସମସ୍ତଙ୍କୁ ଅଶ୍ବସ୍ଥ କରିଛି।

ସୂଚନା ଅନୁଯାୟୀ, ଶିଶୁଟି କୋରୋନାରେ ସଂକ୍ରମଣ ହେବା ସହ ପରିବାରର ସମସ୍ତ ସଦସ୍ୟ ମଧ୍ୟ ସଂକ୍ରମିତ ହୋଇଥିଲେ। କରୋନାରେ ସବୁଆଡେ ଦୁଃଖଦ ଖବର ପ୍ରଚାର ହେଉଥିବା ବେଳେ ଶିଶୁଟି କୋରୋନା ସଂକ୍ରମଣକୁ ଜିତି ନୂଆ ଏକ ଜୀବନ ପାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 14, 2021, 8:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.