ETV Bharat / city

ନନ୍ଦନକାନନରେ ଆନାକୋଣ୍ଡା - 9 anaconda and 3 crocodile

ତାମିଲନାଡୁର ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ଆସିଛନ୍ତି 3ଟି କୁମ୍ଭୀର ଓ 8ଟି ଆନାକୋଣ୍ଡା । ଅଧିକ ପଢନ୍ତୁ..

ନନ୍ଦନକାନନରେ ଆନାକୋଣ୍ଡା
author img

By

Published : Oct 22, 2019, 8:23 PM IST

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ତାମିଲନାଡୁର ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ଆସିଛନ୍ତି 3ଟି କୁମ୍ଭୀର ଓ 8ଟି ଆନାକୋଣ୍ଡା । ତେବେ ସେମାନଙ୍କ ବୟସ 2ରୁ 3 ବର୍ଷ ହେବ ବୋଲି ସୂଚନା ମିଳିଛି ।

9 anaconda and 3 crocodile comes to nandankanan
ନନ୍ଦନକାନନରେ ଆନାକୋଣ୍ଡା

କିଛି ଦିନ ହେଲା ଚର୍ଚ୍ଚାରେ ରହିଆସୁଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ହାତୀ ମୃତ୍ୟୁ ମନରୁ ଲିଭିନଥିବା ବେଳେ ନନ୍ଦନକାନଙ୍କୁ ଆସିଛନ୍ତି ନୂଆ ଅତିଥି । ଏହି ଅତିଥି ମଙ୍ଗଳବାର ସନ୍ଧ୍ୟା 6ଟାରେ ଆସିଛନ୍ତି ।

9 anaconda and 3 crocodile comes to nandankanan
ନନ୍ଦନକାନନରେ ଆନାକୋଣ୍ଡା

ତେବେ ନନ୍ଦନକାନନ ଆସିଥିବା 8ଟି ଅନାକୋଣ୍ଡା ଭିତରୁ 4ଟି ଅଣ୍ଡିରା ଓ ଅନ୍ୟ 4ଟି ମାଇ ରହିଛନ୍ତି । ସେହିପରି 3ଟି ମହିଳା କୁମ୍ଭୀର ରହିଛନ୍ତି ।

ଏମାନଙ୍କୁ ଆଣିବା ପାଇଁ ନନ୍ଦନକାନନର ଏକ ଟିମ୍‌ ମାଡ୍ରାସ ଯାଇଥିଲା । ଏମାନଙ୍କ ବୟସ ପାଖପାଖି 2ରୁ 3 ବର୍ଷ ହେବା ସହ ବର୍ତ୍ତମାନ ଏହି ସରୀସୃପମାନେ ଏକ ସ୍ଵତନ୍ତ୍ର କୋଠରୀରେ ରଖିଛନ୍ତି । ଏହି ନୂଆ ଅତିଥୀଙ୍କୁ ଆସନ୍ତା ସପ୍ତାହରେ ସାଧାରଣ ଲୋକମାନଙ୍କ ପାଇଁ ପ୍ରଦର୍ଶିତ କରାଯିବ ବୋଲି ନନ୍ଦନକାନନର ଡେପୁଟି ଡାଇରେକ୍ଟର ଜୟନ୍ତ ଦାସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବାକାଶ ଦାସ, ଇଟିଭି ଭାରତ

Intro:ନନ୍ଦନକାନନକୁ ଆସିଲା ନୂଆ ଅତିଥି। 8ଟି ଅନାକୋଣ୍ଡା ଓ 3 ଟି ନୀଳ କୁମ୍ଭୀର।

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନନକୁ ଆସିଲେ ନୂଆ ଅତିଥି।ତାମିଲନାଡୁର ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ଆସିଛି ୩ ଟି କୁମ୍ଭୀର ଓ 8 ଟି ଆନାକୋଣ୍ଡା। ସେମାଙ୍କ ବୟସ ପାଖା ପାଖି ୨ ରୁ ୩ ବର୍ଷ ହେବ ବୋଲି ସୂଚନା ମିଳିଛି।

Body:
କିଛି ଦିନ ହେଲା ଚର୍ଚା ରେ ରହିଆସୁଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ହାତୀ ମୃତ୍ୟୁ ମନରୁ ଲିଭିନଥିବା ବେଳେ ନନ୍ଦନକାନଙ୍କୁ ଆସିଛି ଆଉ ନୂଆ ଅତିଥି। ଆଜି ସନ୍ଧ୍ୟା 6 ଟା ସମୟରେ ଆସିଛନ୍ତି ।
୮ ଟି ଅନାକୋଣ୍ଡା ଭିତରୁ 4 ଟି ମେଲ ରହିଥିବା ବେଳେ ଅନ୍ୟ 4 ଟି ଫିମେଲ ରହିଛନ୍ତି। ଏବଂ 3 ଟି ଫେମେଲ କୁମ୍ଭୀର ରହିଛନ୍ତି। ଏହି ସାରୀସୃପଙ୍କୁ ଆଣିବା ପାଇଁ ନନ୍ଦନକାନନ ର ଏକ ଟିମ ମାଡ୍ରାସ ଯାଇଥିଲା। ଏମାନଙ୍କ ବୟସ ପାଖ ପାଖି ୨ ରୁ 3 ବର୍ଷ ହେବା ସହ ବର୍ତ୍ତମାନ ଏହି ସରୀସୃପ ମାନେ ଏକ ସ୍ଵତନ୍ତ୍ର କୋଠରୀରେ ରଖାଯିବ। ଆସନ୍ତା ସପ୍ତାହ ରେ ସାଧାରଣ ଲୋକମାନଙ୍କ ପାଇଁ ପଦର୍ଶିତ କରାଯିବ ବୋଲି ନନ୍ଦନକାନନର ଡେ଼ପୁଟି ଡ଼ାଇରେକ୍ଟର ଜୟନ୍ତ ଦାସ ସୂଚନା ଦେଇଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.