ETV Bharat / city

ରାଜ୍ୟରେ 750 ଜଣ ମେଡିକାଲ ଅଫିସରଙ୍କୁ ନିଯୁକ୍ତି

author img

By

Published : Jun 3, 2021, 10:28 PM IST

ରାଜ୍ୟ ସରକାର 750 ନୂତନ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ନିଯୁକ୍ତିପତ୍ରକୁ ପାସ୍ ଭାବେ ବ୍ୟବହାର କରି କର୍ମକ୍ଷେତ୍ରକୁ ଯାଇପାରିବେ । ଅଧିକ ପଢନ୍ତୁ...

7 ଦିନ ମଧ୍ୟରେ କାର୍ଯ୍ୟରେ ଯୋଗ ଦେବେ 750 ମେଡିକାଲ ଅଫିସର

ଭୁବନେଶ୍ବର: କୋଭିଡ ମୁକାବିଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଓଡିଶା ସରକାରଙ୍କ ବଡ ଘୋଷଣା । ରାଜ୍ୟ ସରକାର 750 ନୂତନ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।

ରାଜ୍ୟରେ 750 ଜଣ ମେଡିକାଲ ଅଫିସରଙ୍କୁ ନିଯୁକ୍ତି
ରାଜ୍ୟରେ 750 ଜଣ ମେଡିକାଲ ଅଫିସରଙ୍କୁ ନିଯୁକ୍ତି

ଆସନ୍ତା 7 ଦିନ ମଧ୍ୟରେ ନବ ନିଯୁକ୍ତ ଅଫିସରଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ କୁହାଯାଇଛି ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କୋଭିଡ୍ ପାଇଁ ଉପାଦେୟ ସାବ୍ୟସ୍ତ ହେବ ହେଲି ଆଶା କରାଯାଉଛି । ତେବେ ନିଯୁକ୍ତିପତ୍ରକୁ ପାସ୍ ଭାବେ ବ୍ୟବହାର କରି କର୍ମକ୍ଷେତ୍ରକୁ ଯାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.