ETV Bharat / city

ରାଜ୍ୟରେ ଦିନକରେ 4761 ସୁସ୍ଥ, ଖୋର୍ଦ୍ଧାରେ ସର୍ବାଧିକ

author img

By

Published : Sep 26, 2020, 8:26 PM IST

ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି 4761 ଆକ୍ରାନ୍ତ । ସୁସ୍ଥହାରରେ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ ।

ରାଜ୍ୟରେ ଦିନକରେ 4761 ସୁସ୍ଥ, ଖୋର୍ଦ୍ଧାରେ ସର୍ବାଧିକ
ରାଜ୍ୟରେ ଦିନକରେ 4761 ସୁସ୍ଥ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣର ମାତ୍ରା ଦୃତଗତିରେ ବୃଦ୍ଧି ପାଉଛି । ଏହା ସହିତ ତାଳ ଦେଇ ବୃଦ୍ଧି ପାଉଛି ଆରୋଗ୍ୟ ହାର । ଶନିବାର ରାଜ୍ୟରେ ସୁସ୍ଥହାର ସର୍ବାଧିକ ରହିଛି । ଗୋଟିଏ ଦିନରେ 4761 ବ୍ୟକ୍ତି ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଆରୋଗ୍ୟ ହାର ସର୍ବାଧିକ ରହିଛି । ଏହାକୁ ମିଶାଇ ଓଡିଶାରେ ମୋଟ 1,70,193 ଜଣ ସୁସ୍ଥ ହୋଇଛନ୍ତି ।

PHOTO

ଶନିବାର 30ଟି ଜିଲ୍ଲାର ଆକ୍ରାନ୍ତ କୋରନାକୁ ମାତ୍ ଦେଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥହାର ସର୍ବାଧିକ ରହିଛି । ଏଠାରୁ ଆଜି 1173 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ 411, ମୟୂରଭଞ୍ଜରୁ 216, ସୁନ୍ଦରଗଡରୁ 167, ଯାଜପୁରରୁ 142, ବରଗଡରୁ 141, ବାଲେଶ୍ବରରୁ 137, ନବରଙ୍ଗପୁରରୁ 114, ପୁରୀରୁ 109, ଜଗତସିଂହପୁରରୁ 103, ସୋନପୁରରୁ 103, କୋରାପୁରଟରୁ 102, ଅନୁଗୋଳରୁ 101, ଢେଙ୍କାନାଳରୁ 98, କଳାହାଣ୍ଡିରୁ 97, ଝାରସୁଗୁଡାରୁ 92, ସମ୍ବଲପୁରରୁ 91, କେନ୍ଦୁଝରରୁ 90 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କନ୍ଧମାଳରୁ 89, କେନ୍ଦ୍ରାପଡାରୁ 89, ଭଦ୍ରକରୁ 86, ମାଲକାନାଗିରରୁ 66, ବଲାଙ୍ଗିରରୁ 65, ବୌଦ୍ଧରୁ 61, ଗଂଜାମରୁ 56, ନୂଆପଡାରୁ 53, ରାୟଗଡାରୁ 51, ନୟାଗଡରୁ 42, ଦେଓଗଡରୁ 16 ଗଜପତିରୁ 13 ଓ ଷ୍ଟେଟ ପୁଲ 587 ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥସଂଖ୍ୟା 1,70,193 ରେ ପହଁଚିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.