ଭୁବନେଶ୍ବର : ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 425କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 31 ହଜାର 850କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ 184 ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ 44 ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।
-
Another 425 Covid patients have recovered and are being discharged on 06.11.2021
— H & FW Dept Odisha (@HFWOdisha) November 6, 2021 " '="" class="align-text-top noRightClick twitterSection" data="
184 from Khordha
44 from Cuttack
23 from Mayurbhanj
12 from Baleswar
11 from Jagatsinghpur
11 from Jajapur
11 from Rayagada
10 from Boudh
10 from Dhenkanal
10 from Puri
8 from Nuapada
">Another 425 Covid patients have recovered and are being discharged on 06.11.2021
— H & FW Dept Odisha (@HFWOdisha) November 6, 2021
184 from Khordha
44 from Cuttack
23 from Mayurbhanj
12 from Baleswar
11 from Jagatsinghpur
11 from Jajapur
11 from Rayagada
10 from Boudh
10 from Dhenkanal
10 from Puri
8 from NuapadaAnother 425 Covid patients have recovered and are being discharged on 06.11.2021
— H & FW Dept Odisha (@HFWOdisha) November 6, 2021
184 from Khordha
44 from Cuttack
23 from Mayurbhanj
12 from Baleswar
11 from Jagatsinghpur
11 from Jajapur
11 from Rayagada
10 from Boudh
10 from Dhenkanal
10 from Puri
8 from Nuapada
ସେହିପରି ମୟୂରଭଞ୍ଜରୁ ୨୩, ବାଲେଶ୍ବରରୁ ୧୨, ଜଗତସିଂହପୁର, ଯାଜପୁର ଓ ରାୟଗଡାରୁ ୧୧ ଜଣ ଲେଖାଏଁ କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ବୌଦ୍ଧ, ଢେଙ୍କାନାଳ ଓ ପୁରୀରୁ ୧୦ ଜଣ , ନୂଆପଡାରୁ ୮, ଗଜପତି ୭, ନୟାଗଡରୁ ୭, ସୁନ୍ଦରଗଡରୁ ୭, ଭଦ୍ରକରୁ୪ ଓ ବରଗଡରୁ ୫ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ଦେଓଗଡ, ଗଞ୍ଜାମ, କଳାହାଣ୍ତି, କୋରାପୁଟ ରୁ ତିନି ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୨, ମାଲକାନଗିରିରୁ ୧ ଓ ନବରଙ୍ଗପୁରରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟ ପୁଲ ସୁସ୍ଥ ସଂଖ୍ୟା ୪୩ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ