ETV Bharat / city

ଧରାପଡିଲେ ସାଇବର ଠକ ଗ୍ୟାଙ୍ଗ, 7 ଗିରଫ - Cyber fraud gang

କମିଶନରେଟ ପୋଲିସକୁ ଆଉ ଏକ ସଫଳତା । ଧରାପଡିଲା ହାଇପ୍ରୋଫାଇଲ ସାଇବର ଠକ ଗ୍ୟାଙ୍ଗ । ଅଧିକ ପଢନ୍ତୁ...

ଧରାପଡିଲେ ସାଇବର ଠକ ଗ୍ୟାଙ୍ଗ, ୬ ଗିରଫ
ଧରାପଡିଲେ ସାଇବର ଠକ ଗ୍ୟାଙ୍ଗ, ୬ ଗିରଫ
author img

By

Published : Jun 29, 2021, 10:58 AM IST

Updated : Jun 29, 2021, 1:58 PM IST

ଭୁବନେଶ୍ୱର: ଧରାପଡିଲା ହାଇପ୍ରୋଫାଇଲ ସାଇବର ଠକ ଗ୍ୟାଙ୍ଗ । 7 ଜଣିଆ ସାଇବର ଠକ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ । ବିପୁଳ ପରିମାଣରର ସିମକାର୍ଡ଼ ସହ ଏଟିଏମ ଓ ପାସବୁକ ଜବତ କରିଛି ପୋଲିସ ।

୧୦ ଲକ୍ଷ ଟଙ୍କାର ଟ୍ରାନଜାକ୍ସନ ଠାବ ସହ ବାଲେଶ୍ୱର ଓ ଭଦ୍ରକ ସହ କଟକର ଲୁଟ୍ ମାମଲାରେ ସମ୍ପୃକ୍ତି ଅନେକ ଯୁବକ ଗିରଫ । କଟକରେ ଚାଲୁଥିବା ସାଇବର ଠକେଇ ପାଇଁ ରାଜ୍ୟ ବାହାରୁ ଅପରେଟ କରୁଥିଲା ମାଷ୍ଟରମାଇଣ୍ଡ । ଏନେଇ ସହିଦନଗର ଅଞ୍ଚଳର ଜଣେ ମହିଳାଙ୍କ ଠାରୁ ୫୦ ହଜାର ଠକେଇର ଚେର ଖୋଜୁ ଖୋଜୁ ଧରାପଡିଲା ପୁରା ଠକ ଗ୍ୟାଙ୍ଗ ।ସାଇବର ହେଲପ୍ ଡେସ୍କ ସହ ସ୍ପେଶାଲ ସ୍କ୍ୱାର୍ଡ ସହିଦନଗର ଥାନାକୁ କରୁଥିଲା ସହଯୋଗ ।

ଟିମଓ୍ୱାର୍କ ଜରିଆରେ ଧରାପଡିଛନ୍ତି ପୁରା ଠକ ଗ୍ୟାଙ୍ଗ । ଯାହାକି କମିଶନରେଟ ପୋଲିସ ଇତିହାସରେ ପ୍ରଥମ । ତେବେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କେସ୍ ନଂ ୨୫୮ଜରିଆରେ ଆଜି(ମଙ୍ଗଳବାର) କୋର୍ଟଚାଲାଣ କରିପାରେ କମିଶନରେଟ ପୋଲିସ । ଏଥିସହ ଆଜି ମଧ୍ୟ ପ୍ରେସମିଟ୍ କରିପାରନ୍ତି କମିଶନରେଟ ପୋଲିସ ।

ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jun 29, 2021, 1:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.