ETV Bharat / city

Omicron Tension: ବିଦେଶରୁ ଓଡିଶାକୁ ଫେରିଛନ୍ତି ୩୮୦ ଜଣ

author img

By

Published : Dec 2, 2021, 2:11 PM IST

ଚିନ୍ତା ବଢାଇଲାଣି କୋରୋନା ନୂଆ ଭାରିଆଣ୍ଟ ଓମିକ୍ରନ (Omicron) ବିଦେଶରୁ ଓଡିଶାକୁ ବର୍ତ୍ତମାନ ୩୮୦ ଜଣ ଫେରିଛନ୍ତି । ଅଧିକ ପଢନ୍ତୁ

Omicron Tenson, ବିଦେଶରୁ ଓଡିଶାକୁ ଫେରିଛନ୍ତି ୩୮୦ ଜଣ

ଭୁବନେଶ୍ବର: ଚିନ୍ତା ବଢାଇଲାଣି କୋରୋନା ନୂଆ ଭାରିଆଣ୍ଟ ଓମିକ୍ରନ ବି.୧.୧.୫୨୯ (Omicron B.1.1.529) । ବିଦେଶରୁ ଓଡିଶାକୁ ବର୍ତ୍ତମାନ ୩୮୦ ଜଣ ଫେରିଥିବାବେଳେ ଏହାକୁ ନେଇ ଏବେ ଚିନ୍ତା ବଢିଛି । ତେବେ ସମସ୍ତେ ଟେଷ୍ଟ କରି ଆସୁଥିବାବେଳେ ବିଦେଶ ଫେରନ୍ତାଙ୍କ ଲିଷ୍ଟ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି ।

ତେବେ ନଭେମ୍ବର ୨୮ ତାରିଖ ସୁଦ୍ଧା ରାଜ୍ୟକୁ ୨୨୪ଜଣ ଆସିଥିବାବେଳେ ୨୯ ତାରିଖରେ ୧୫୬ ଜଣ ଆସିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର (Director of Public Health Niranjan Mishra) ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.