ETV Bharat / city

ଖସୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ନୂଆ 377 ପଜିଟିଭ

author img

By

Published : Dec 4, 2020, 12:41 PM IST

ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଦିନକରେ 377 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଅଧିକ ପଢନ୍ତୁ...

ଖସୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ନୂଆ 377 ପଜିଟିଭ
ଖସୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ନୂଆ 377 ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନା ଗ୍ରାଫ । ଦିନକୁ ଦିନ ଖସୁଛି ସଂକ୍ରମଣ ସଂଖ୍ୟା । ଆଜି 400 ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି 377 ଆକ୍ରାନ୍ତ । ଏଥର ବି ସର୍ବାଧିକ ଆକ୍ରାନ୍ତଙ୍କ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି 3 ଲକ୍ଷ 20 ହଜାର 394 ।

ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 215 ଚିହ୍ନଟ ହୋଇଥିବା ବେଳେ 162 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ 28, ବାଲେଶ୍ବରରେ 16, ବରଗଡରେ 11, ଭଦ୍ରକରେ 9, ବଲାଙ୍ଗୀରରେ 2, କଟକରେ 18, ଢେଙ୍କାନାଳରେ 3, ଗଂଜାମରେ 6, ଦେଓଗଡରେ 2, ଜଗତସିଂହପୁରରେ 11, ଯାଜପୁରରେ 12, ଝାରସୁଗୁଡ଼ାରେ 8, କଳାହାଣ୍ଡିରେ 7, କେନ୍ଦ୍ରାପଡାରେ 7, କେନ୍ଦୁଝରରେ 13, ଖୋର୍ଦ୍ଧାରେ 56, ମାଲକାନଗିରିରରେ 1, ମୟୂରଭଞ୍ଜରେ 25, ନୂଆପଡାରେ 14, ନୟାଗଡରେ 6, ପୁରୀରେ 13 ରାୟଗଡାରେ 2, ସମ୍ବଲପୁରରେ 8, ସୋନପୁରରେ 4, ସୁନ୍ଦରଗଡରେ 47, ଷ୍ଟେଟ ପୋଲ 12।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 20 ହାଜର 394, ସୁସ୍ଥ ହେଇଛନ୍ତି 3 ଲକ୍ଷ 14 ହଜାର 23 ଜଣ ଓ ସକ୍ରିୟ 4 ହଜାର 558 ତେବେ ରାଜ୍ୟରେ ମୋଟ ଟେଷ୍ଟ 6060791 ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.