ETV Bharat / city

ସୋହେଲା-ଭଟଲି ରାସ୍ତା ଭାୟା ସୁଲସୁଲିଆର ଉନ୍ନତିକରଣ ଲାଗି ୩୯.୧୩ କୋଟି - vaya sulsulia

ବରଗଡ଼ ଜିଲ୍ଲା ସୋହେଲା-ଭଟଲି ରାସ୍ତା ଭାୟା ସୁଲସୁଲିଆର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ଅନୁମୋଦନ । ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୩୯.୧୩ କୋଟି ଟଙ୍କା । ଅଧିକ ପଢନ୍ତୁ...

ସୋହେଲା-ଭଟଲି ରାସ୍ତା ଭାୟା ସୁଲସୁଲିଆର ଉନ୍ନତିକରଣ ଲାଗି ୩୯.୧୩ କୋଟି

author img

By

Published : Jul 14, 2021, 10:10 PM IST

ଭୁବନେଶ୍ବର: ବରଗଡ଼ ଜିଲ୍ଲାରେ ସୋହେଲା-ଭଟଲି ରାସ୍ତା ଭାୟା ସୁଲସୁଲିଆର ଉନ୍ନତିକରଣ କାର୍ଯ୍ୟକୁ ଅନୁମୋଦନ । ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରାସ୍ତା ନିର୍ମାଣ କରିବ ପୂର୍ତ୍ତ ବିଭାଗ । ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୩୯.୧୩ କୋଟି ଟଙ୍କା ।

ସୋହେଲା-ଭଟଲି ରାସ୍ତା ଭାୟା ସୁଲସୁଲିଆର ଉନ୍ନତିକରଣ ପାଇଁ ୩୯.୧୩ କୋଟି

ବରଗଡ଼ ଜିଲ୍ଲାରେ ସୋହେଲା-ଭଟଲି ରାସ୍ତା ଭାୟା ସୁଲସୁଲିଆର ରାସ୍ତାର ଉନ୍ନତିକରଣ କରାଯିବ । ଏହି ରାସ୍ତାର ଉନ୍ନତିକରଣକୁ ରାଜ୍ୟ ସରକାର ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଛନ୍ତି । ପୂର୍ତ୍ତ ବିଭାଗର ରାଜ୍ୟ ଯୋଜନା ଅଧୀନରେ ଏହି ରାସ୍ତାର ଉନ୍ନତିକରଣ କରାଯିବ । ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବାକୁ ଥିବା ୩୯.୧୩ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପରେ ରାସ୍ତା ପ୍ରଶସ୍ତିକରଣ ଏବଂ ସୁଦୃଢ଼ୀକରଣ, ଡ୍ରେନ ନିର୍ମାଣ ଏବଂ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସ୍ଥାନାନ୍ତରଣ ଅନ୍ତର୍ଭୁକ୍ତ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.