ETV Bharat / city

ଜଣେ ଶିଶୁ ସମେତ ପୁଣି ଆଖି ବୁଜିଲେ 35 ଆକ୍ରାନ୍ତ

ଦିନକରେ ରାଜ୍ୟରୁ 35 କୋରୋନା ଆକ୍ରାନ୍ତ ମୃତ । ମୃତକଙ୍କ ମଧ୍ୟରୁ ଜଣେ 4 ବର୍ଷିୟ ଶିଶୁ ଥିବା ସୂଚନା । ଅଧିକ ପଢନ୍ତୁ...

author img

By

Published : May 29, 2021, 10:01 AM IST

ଜଣେ ଶିଶୁ ସମେତ ପୁଣି ଆଖି ବୁଜିଲେ 35 ଆକ୍ରାନ୍ତ
ଜଣେ ଶିଶୁ ସମେତ ପୁଣି ଆଖି ବୁଜିଲେ 35 ଆକ୍ରାନ୍ତ

ଭୁବନେଶ୍ବର:ପୁଣି ମହାମାରୀ କବଳରେ ରାଜ୍ୟରୁ ଆଖିବୁଜିଲେ 35 କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ଜଣେ 4 ବର୍ଷିୟ ଶିଶୁ ପ୍ରାଣ ହରାଇଥିବା ସୂଚନା । ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ବ୍ରେକ ନ ଲାଗିବା ଚିନ୍ତାର କାରଣ ପାଲଟିଛି ।

ତେବେ ମୋଟ 35 ମୃତକଙ୍କ ମଧ୍ୟରୁ ଅନୁଗୋଳରୁ 46 ବର୍ଷିୟ ପୁରୁଷ ଅଛନ୍ତି, ଯିଏକି ମଧୁମେୟ, ଉକ୍ତ ରକ୍ତଚାପ ଆଦି ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । ସେହିପରି ଅନୁଗୋଳରୁ 72, 66, 62, 60 ବର୍ଷିୟ ମହିଳା, 71 ବର୍ଷିୟ ପୁରୁଷ, ବୌଦ୍ଧରୁ 40 ବର୍ଷିୟ ପୁରୁଷ, ଭୁବନେଶ୍ବରରୁ 78, 61 ବର୍ଷିୟ ପୁରୁଷ, 71 ବର୍ଷିୟ ମହିଳା, କଟକରୁ 65 ବର୍ଷିୟ ମହିଳା, ଜଗତସିଂହପୁରରୁ 63, 44 ବର୍ଷିୟ ପୁରୁଷ, ଝାରସୁଗୁଡାରୁ 45, 44, 32 ବର୍ଷିୟ ପୁରୁଷ, କଳାହାଣ୍ଡିରୁ 78, 70, 40 ବର୍ଷିୟ ପୁରୁଷ, 33 ବର୍ଷିୟ ମହିଳା, କୋରାପୁଟରୁ ଜଣେ 4 ବର୍ଷର ଶିଶୁ, 32 ବର୍ଷିୟ ପୁରୁଷ, ମାଲକାନଗିରିରୁ 52 ବର୍ଷିୟ ମହିଳା, ନବରଙ୍ଗପୁରରୁ 47 ବର୍ଷିୟ ପୁରୁଷ, 45, 44 ବର୍ଷିୟ ମହିଳା, ରାୟଗଡାରୁ 60, 34 ବର୍ଷିୟ ମହିଳା, 71, 44 ବର୍ଷିୟ ପୁରୁଷ, ସମ୍ବଲପୁରରୁ 54, 48 ବର୍ଷିୟ ପୁରୁଷ, 48, 45 ବର୍ଷିୟ ମହିଳା ଏବଂ ସୁବର୍ଣ୍ଣପୁରରୁ 32 ବର୍ଷିୟ ପୁରୁଷ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.