ETV Bharat / city

ଆଜି ଭୁବନେଶ୍ବରରେ 342 ପଜେଟିଭ, ସୁସ୍ଥ ହେଲେ 387

author img

By

Published : Sep 15, 2020, 7:35 PM IST

ରାଜଧାନୀରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ଯା । ଆଉ ସେ ମଧ୍ୟରେ ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ । ମଙ୍ଗଳବାର 342 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ 44 ଲୋକାଲ କେସ ରହିଛି । ଅଧିକ ପଢନ୍ତୁ..

ଆଜି ଭୁବନେଶ୍ବରରେ କୋଭିଡ  342 ପଜେଟିଭି , ସୁସ୍ଥ ହେଲେ 387 ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀରେ ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ । ମଙ୍ଗଳବାର 342 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ 387 ଜଣ ଆରୋଗ୍ୟ ହୋଇଛନ୍ତି । ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 244 ଲୋକାଲ କେସ ରହିଛି ।

ରାଜଧାନୀରେ ଆଜି ଚିହ୍ନଟ ମୋଟ ମାମଲା ମଧ୍ୟରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 98 ଥିବାବେଳେ ସ୍ଥାନୀୟ ସଂକ୍ରମଣ 244ରେ ଅଛି । ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି। ହୋମ କ୍ଵରେଣ୍ଟାଇନରେ 98ଙ୍କ ମଧ୍ୟରୁ 4 ଜଣ କଳିଙ୍ଗନଗର , 3 ଜଣ ବେହେରା ବସ୍ତି, 3 ଜଣ ୟୁନିଟ 6, 2 ଜଣ ଲୁଇସ ରୋଡ଼, 2 ଜଣ କାନନ ବିହାର, 2 ଜଣ ପ୍ରାଚୀ ବିହାର, 2 ଜଣ ବିଜେବି ନଗର, 2 ଜଣ ବରମୁଣ୍ଡା ଆଦି ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ସେହିଭଳି ସ୍ଥାନୀୟ ସଂକ୍ରମଣରେ 7 ଜଣ ଡୁମଡୁମା, 5 ଜଣ ବମିଖାଲ, 4 ଜଣ ବିଜେବି ନଗର, 6 ଜଣ ବରମୁଣ୍ଡା, 4 ଜଣ ସହିଦ ନଗର, 3 ଜଣ ଚିନ୍ତାମଣିଶ୍ବେର, 3 ଜଣ ଘାଟିକିଆ, 3 ଜଣ ହାଂସୁପାଳ, 9 ଜଣ ଆଇ ଆର ସି ଭିଲେଜ, 6 ଜଣ ୟୁନିଟ 6, 6 ଜଣ ଟଙ୍କପାଣି ରୋଡ଼, 6 ଜଣ ଶୈଳେଶ୍ରୀ ବିହାର, 6 ଜଣ ରସୁଲଗଡ, 4 ଜଣ ନୟାପଲ୍ଲୀ ଆଦି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 16933ରେ ପହଞ୍ଚିଛି । ସେପଟେ ସୁସ୍ଥ ସଂଖ୍ୟା 12288 ଏବଂ ସକ୍ରିୟ 4568 ଓ 64 ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.