ETV Bharat / city

Covid Recovery Report : ଆଜି ସୁସ୍ଥ ହେଲେ 317 କୋଭିଡ ସଂକ୍ରମିତ

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 317 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 33 ହଜାର 334କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

Covid Recovery Report : ଆଜି ସୁସ୍ଥ ହେଲେ 317 କୋଭିଡ ସଂକ୍ରମିତ
Covid Recovery Report : ଆଜି ସୁସ୍ଥ ହେଲେ 317 କୋଭିଡ ସଂକ୍ରମିତ
author img

By

Published : Nov 10, 2021, 9:48 PM IST

ଭୁବନେଶ୍ବର : ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ବୁଧବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 317 କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 33 ହଜାର 334କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ 153 ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ 35 ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

  • Another 317 Covid patients have recovered and are being discharged on 10.11.2021

    153 from Khordha
    35 from Cuttack
    15 from Bolangir
    13 from Mayurbhanj
    10 from Sambalpur
    9 from Jajapur
    8 from Kendrapara
    6 from Sundargarh
    5 from Baleswar
    5 from Jagatsinghpur
    5 from Puri

    — H & FW Dept Odisha (@HFWOdisha) November 10, 2021 " class="align-text-top noRightClick twitterSection" data=" ">

ସେହିପରି ବଲାଙ୍ଗୀରରୁ ୧୫, ମୟୂରଭଞ୍ଜରୁ ୧୩, ସମ୍ବଲପୁରରୁ ୧୦, ଯାଜପୁରରୁ ୯, କେନ୍ଦ୍ରାପଡାରୁ ୮ ଓ ସୁନ୍ଦରଗଡରୁ ୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ବରରୁ ୫, ଜଗତସିଂହପୁରରୁ ୫, ପୁରୀରୁ ୫, ଭଦ୍ରକରୁ ୩, କୋରାପୁଟରୁ ୩, ନୂଆପଡା ଓ ରାୟଗଡାରୁ ୩ ଜଣ ଲେଖାଁଏ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଗଞ୍ଜାମରୁ ୨, ଝାରସୁଗୁଡାରୁ ୧, କଳାହାଣ୍ତିରୁ ୧, ମାଲକାନଗିରିରୁ ୧, ନବରଙ୍ଗପୁରରୁ ୧ ଓ ସୋନପୁରରୁ ୧ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟ ପୁଲ ସୁସ୍ଥ ସଂଖ୍ୟା ୩୪ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.