ETV Bharat / city

ରାଜ୍ୟରେ ପୁଣି ବଢ଼ିଲା ଦୈନିକ ସଂକ୍ରମଣ, ଦିନକରେ 3144 ଆକ୍ରାନ୍ତ ଚିହ୍ନଟ

author img

By

Published : Oct 8, 2020, 12:14 PM IST

ପୁଣି ବଢ଼ିଲା ଦୈନିକ ସଂକ୍ରମଣ । ଆଜି 30ଟି ଜିଲ୍ଲାରୁ 3144 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 1825 ଚିହ୍ନଟ ଏବଂ 1319 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଅଧିକ ପଢନ୍ତୁ...

3144 new corona positive reported in last 24hrs in odisha
ରାଜ୍ୟରେ ପୁଣି ବଢ଼ିଲା ଦୈନିକ ସଂକ୍ରମଣ; ଦିନକରେ 3144 ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା । ପୁଣି ବଢ଼ିଲା ଦୈନିକ ସଂକ୍ରମଣ । ଆଜି(ଗୁରୁବାର) 30ଟି ଜିଲ୍ଲାରୁ 3144 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ହୋମ କ୍ବାରେଣ୍ଟାଇନରୁ 1825 ଚିହ୍ନଟ ହୋଇଥିବା ବେଳେ 1319 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ସେହିପରି ଖୋର୍ଦ୍ଧାରେ 562 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 243, ଅନୁଗୋଳରେ 128, ବାଲେଶ୍ବରରେ 72, ବରଗଡରେ 94, ଭଦ୍ରକରେ 101, ବଲାଙ୍ଗୀରରେ 86, ବୌଦ୍ଧରେ 1, ଦେଓଗଡରେ 24, ଢେଙ୍କାନାଳରେ 73, ଗଜପତିରେ 9, ଗଂଜାମରେ 38, ଜଗତସିଂହପୁରରେ 77, ଯାଜପୁରରେ 101, କଳାହାଣ୍ଡିରେ 63, କନ୍ଧମାଳରେ 116, କେନ୍ଦ୍ରାପଡାରେ 82, କେନ୍ଦୁଝରରେ 63, କୋରାପୁଟରେ 37, ମାଲକଙ୍ଗୀରରେ 28, ମୟୂରଭଞ୍ଜରେ 115, ନବରଙ୍ଗପୁରରେ 107, ନୟାଗଡରେ 58 , ନୂଆପଡାରେ 114, ପୁରୀରେ 122, ରାୟଗଡାରେ 29, ସମ୍ବଲପୁରରେ 135, ସୋନପୁରରେ 86, ସୁନ୍ଦରଗଡରେ 105, ଷ୍ଟେଟପୁଲ 130 ରହିଛି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 244142 ରହିଥିବା ବେଳେ, 213672 ଜଣ ସୁସ୍ଥ ହେଇଛନ୍ତି ଏବଂ ସକ୍ରିୟ 29443 ଜଣ ଅଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ 3619509 ଟେଷ୍ଟ ସରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.