ETV Bharat / city

Covid Recovery Report: ଆଜି ସୁସ୍ଥ ହେଲେ ୨୭୧ କୋଭିଡ ସଂକ୍ରମିତ - କୋରୋନା ଖବର

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୭୧ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୫୦୧କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Covid Recovery Report: ଆଜି ସୁସ୍ଥ ହେଲେ ୨୭୧  କୋଭିଡ ସଂକ୍ରମିତ

author img

By

Published : Nov 21, 2021, 10:49 PM IST

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୭୧ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୫୦୧କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୩୧ ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ ୨୧ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

  • Another 271 Covid patients have recovered and are being discharged on 21.11.2021

    131 from Khordha
    21 from Cuttack
    14 from Baleswar
    14 from Sambalpur
    12 from Mayurbhanj
    10 from Jajapur
    9 from Sundargarh
    5 from Jagatsinghpur
    4 from Dhenkanal
    3 from Deogarh
    3 from Jharsuguda

    — H & FW Dept Odisha (@HFWOdisha) November 21, 2021 " class="align-text-top noRightClick twitterSection" data=" ">

ବାଲେଶ୍ବରରୁ ୧୪, ସମ୍ବଲପୁରରୁ ୧୪, ମୟୂରଭଞ୍ଜରୁ ୧୨, ଯାଜପୁରରୁ ୧୦, ସୁନ୍ଦରଗଡରୁ ୯ ଓ ଜଗତସିଂହପୁରୁ ୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଢେଙ୍କାନାଳରୁ ୪, ଦେଓଗଡରୁ ୩, ଝାରସୁଗୁଡାରୁ ୩, କୋରାପୁଟରୁ ୩ ଓ ନୂଆପଡାରୁ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଭଦ୍ରକରୁ ୨, ଗଞ୍ଜାମରୁ ୨ ଓ ପୁରୀରୁ ୨ ଓ ମାଲକାନଗିରିରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ଷ୍ଟେଟପୁଲ ସଂଖ୍ୟା ୩୨ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.