ETV Bharat / city

Odisha Covid Recovery Report: ସୁସ୍ଥ ହେଲେ ଆଉ ୨୫୫

author img

By

Published : Nov 27, 2021, 8:53 PM IST

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୫୫ କୋଭିଡ ସଂକ୍ରମିତ । ଅଧିକ ପଢନ୍ତୁ

Odisha Covid Recovery Report :ସୁସ୍ଥ ହେଲେ ଆଉ ୨୫୫

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୫୫ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୮୬୪କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୧୮ ଆକ୍ରାନ୍ତ । ଖୋର୍ଦ୍ଧା ପରେ ମୟୂରଭଞ୍ଜରୁ ୨୪ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

  • Another 255 Covid patients have recovered and are being discharged on 27.11.2021

    118 from Khordha
    24 from Mayurbhanj
    20 from Cuttack
    10 from Baleswar
    8 from Sundargarh
    7 from Jagatsinghpur
    7 from Puri
    6 from Jajapur
    6 from Sambalpur
    4 from Kendrapara
    3 from Bhadrak

    — H & FW Dept Odisha (@HFWOdisha) November 27, 2021 " class="align-text-top noRightClick twitterSection" data=" ">

କଟକରୁ ୨୦, ବାଲେଶ୍ବରରୁ ୧୦, ସୁନ୍ଦରଗଡରୁ ୮, ଜଗତସିଂହପୁରରୁ ୭, ପୁରୀରୁ ୭, ଯାଜପୁରରୁ ୬, ସମ୍ବଲପୁରରୁ ୬, କେନ୍ଦ୍ରାପଡାରୁ ୪ ଓ ଭଦ୍ରକରୁ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ନୟାଗଡରୁ ୩, ଅନୁଗୋଳରୁ ୨, ଗଞ୍ଜାମରୁ ୨, କୋରାପୁଟରୁ ୨, ମାଲକାନଗିରିରୁ ୨, ରାୟଗଡାରୁ ୨ ଓ ଦେଓଗଡରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୨୮ ।

  • 3 from Nayagarh
    2 from Anugul
    2 from Ganjam
    2 from Koraput
    2 from Malkangiri
    2 from Rayagada
    1 from Deogarh
    28 from State Pool

    The total recovered cases of Odisha now stand at 1037864

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.