ETV Bharat / city

Covid Recovery Report: ସୁସ୍ଥ ହେଲେ ୨୫୪ କୋଭିଡ ସଂକ୍ରମିତ

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ସୋମବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୫୪ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୭୫୯ କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Covid Recovery Report: ସୁସ୍ଥ ହେଲେ ୨୫୪ କୋଭିଡ ସଂକ୍ରମିତ
Covid Recovery Report: ସୁସ୍ଥ ହେଲେ ୨୫୪ କୋଭିଡ ସଂକ୍ରମିତ
author img

By

Published : Nov 15, 2021, 10:39 PM IST

ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ସୋମବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୫୪ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୭୫୯ କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୯୬ ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ ୨୭ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

  • Another 254 Covid patients have recovered and are being discharged on 15.11.2021

    96 from Khordha
    27 from Cuttack
    12 from Jajapur
    12 from Sambalpur
    11 from Baleswar
    11 from Sundargarh
    10 from Gajapati
    9 from Puri
    6 from Kendrapara
    4 from Dhenkanal
    4 from Jagatsinghpur

    — H & FW Dept Odisha (@HFWOdisha) November 15, 2021 " class="align-text-top noRightClick twitterSection" data=" ">

ସେହିପରି ଯାଜପୁରରୁ ୧୨, ସମ୍ବଲପୁରରୁ୧୨, ବାଲେଶ୍ବରରୁ ୧୧, ସୁନ୍ଦରଗଡରୁ ୧୧, ଗଜପତିରୁ ୧୦, ଓ ପୁରୀରୁ ୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି କେନ୍ଦ୍ରାପଡାରୁ ୬, ଢେଙ୍କାନାଳରୁ ୪,ଜଗତସିଂହପୁରରୁ ୪ ଓ ମୟୂରଭଞ୍ଜରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ନୂଆପଡାରୁ ୪, ବଲାଙ୍ଗୀରୁ ୩,ବୌଦ୍ଧରୁ ୨ ,ଗଞ୍ଜାମରୁ ୩, କଳାହାଣ୍ତିରୁ ୩,ନୟାଗଡରୁ୩, କୋରାପୁଟରୁ ୨,ବରଗଡରୁ ୧, ଭଦ୍ରକରୁ ୧, ଝାରସୁଗୁଡାରୁ ୧ ଓ କେନ୍ଦୁଝରରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟ ପୁଲ ସୁସ୍ଥ ସଂଖ୍ୟା ୨୪ ରହିଛି ।

  • 4 from Mayurbhanj
    4 from Nuapada
    3 from Bolangir
    2 from Boudh
    3 from Ganjam
    3 from Kalahandi
    3 from Nayagarh
    2 from Koraput
    1 from Bargarh
    1 from Bhadrak
    1 from Jharsuguda
    1 from Keonjhar
    24 from State Pool

    The total recovered cases of Odisha now stand at 1034759

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.