ETV Bharat / city

ଭୁବନେଶ୍ୱର ରେଳଷ୍ଟେସନରୁ 2 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 4, 2021, 6:41 PM IST

ଧୀରେଧୀରେ କାୟା ବିସ୍ତାର କରୁଛି କୋରୋନା । ପୁଣି ଭୁବନେଶ୍ବର ରେଳ ଷ୍ଟେସନରୁ 2 କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ....

ଭୁବନେଶ୍ୱର ରେଳଷ୍ଟେସନରୁ 2 କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀ ରେଳଷ୍ଟେସନରୁ ପୁଣି 2 କୋରୋନା ଆକ୍ରାନ୍ତ ଚିହ୍ନଟ । ଦୀର୍ଘଦିନ ପରେ ରେଳ ଷ୍ଟେସନରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପ୍ରଶାସନ ପାଇଁ ଏକ ପ୍ରକାର ଚିନ୍ତାର କାରଣ ପାଲଟିଛି । ତେବେ ଚିହ୍ନଟ ନୂଆ କୋରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦେଶରେ କୋରୋନା କାୟା ବିସ୍ତାର କରି ଚାଲି ଥିବାବେଳେ ସବୁଠି ଚାଲିଛି କଡ଼ାକଡ଼ି ଚେକିଂ। ବିମାନ ବନ୍ଦର ହେଉ ଅବା ରେଳ ବିଭାଗ ହେଉ ଅବା ବଡର ହେଉ ସବୁଠି ନିୟମ କଡ଼ାକଡ଼ି ପାଳନ କରାଯାଉଛି । ସୂଚନା ମୁତାବକ ଆଜି(ରବିବାର) ଭୁବନେଶ୍ୱର ରେଳ ଷ୍ଟେସନରୁ ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କର କଣ୍ଟାଟ ଟ୍ରେସିଂ ସହ ଟ୍ରାଭେଲ ହିଷ୍ଟ୍ରି ଉପରେ ପଚରାଉଚରା ଜାରିରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.