ETV Bharat / city

ତିନି ସହର ବ୍ୟତୀତ 18 ଗାଁରେ ଲାଗୁ ହେବ ସଟ୍‌ଡାଉନ୍‌ - 18 village having shutdown from today 8 pm

ଆଜି ରାତି 8ରୁ ଭୁବନେଶ୍ବର ମହାନଗର ନିଗମ ସମେତ 18ଟି ଅଞ୍ଚଳରେ ଲାଗୁ ହେବ କର୍ଫ୍ୟୁ । ଅଧିକ ପଢନ୍ତୁ...

18 village having shutdown from today 8 pm
ତିନି ସହର ବ୍ୟତୀତ 18 ଗାଁରେ ଲାଗୁ ହେବ ସଟ୍‌ଡାଉନ୍‌
author img

By

Published : Apr 3, 2020, 5:18 PM IST

ଭୁବନେଶ୍ବର: ଆଜି ରାତି 8ରୁ ଭୁବନେଶ୍ବର ମହାନଗର ନିଗମ ସମେତ 18ଟି ଅଞ୍ଚଳରେ ଲାଗୁ ହେବ କର୍ଫ୍ୟୁ । ତେବେ ଭୁବନେଶ୍ବର ସହରକୁ ବାଦ ଦେଲେ ଆଉ 17ଟି ଗାଁରେ ଏହି କର୍ଫ୍ୟୁ ଲାଗୁ ହେବ । ସହର ଉପକଣ୍ଠ ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରାନସିଂପୁର, ତମାଣ୍ଡ, ମଳିପଡା, ଅନ୍ଧାରୁଆ, କଲାରହଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ଯାଆଁଳା, ସିଜୁଆ, ବାଲିଅନ୍ତା, ବାଳକାଟି, ଜଗନ୍ନାଥପୁର ଓ ଜଟଣୀର ପ୍ରଧାନସାହିରେ ବି ହେବ ସଟ୍‌ଡାଉନ ।

18 village having shutdown from today 8 pm
ତିନି ସହର ବ୍ୟତୀତ 18 ଗାଁରେ ଲାଗୁ ହେବ ସଟ୍‌ଡାଉନ୍‌

ଏନେଇ ସ୍ବତନ୍ତ୍ର ରିଲିଫ କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏଥିସହିତ ଭଦ୍ରକ ପୌରାଞ୍ଚଳ ଓ କଟକ ମହାନଗର ନିଗମରେ ମଧ୍ୟ ସଟ୍‌ଡାଉନ୍‌ ଲାଗୁ ହେବ ବୋଲି କୁହାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.