ETV Bharat / city

ଦିନକରେ ରାଜ୍ୟରୁ 1683 କୋରୋନାରୁ ସୁସ୍ଥ

author img

By

Published : Nov 7, 2020, 9:40 PM IST

ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 1683 କୋରୋନା କବଳରୁ ସୁସ୍ଥ ହୋଇ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 217 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ଦିନକରେ ରାଜ୍ୟରୁ 1683 କରୋନାରୁ ସୁସ୍ଥ
ଦିନକରେ ରାଜ୍ୟରୁ 1683 କରୋନାରୁ ସୁସ୍ଥ

ଭୁବନେଶ୍ବର: ଦିନକରେ ରାଜ୍ୟରୁ ହଜାରେ 683 ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ 2 ଲକ୍ଷ 86 ହଜାର 857 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

30 ଟି ଜିଲ୍ଲରୁ ସୁସ୍ଥ ହୋଇଥିବା 1683 ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 217 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ 104, ସୁନ୍ଦରଗଡରେ 113, ବୌଦ୍ଧରେ 91, କଳାହାଣ୍ଡିରେ 83, ମୟୁରଭଞ୍ଜରେ 80, ବାଲେଶ୍ୱରରେ 78, ନୂଆପଡାରେ 76, ପୁରୀରେ 76, ଅନୁଗୁଳରେ 64, କୋରାପୁଟରେ 61, କେନ୍ଦୁଝରରେ 59, ଜଗତସିଂହପୁରରେ 55, ଢେଙ୍କାନଲ ଓ କେନ୍ଦ୍ରାପଡାରେ 52, ବଲାଂଗିରିରେ 46, ଭଦ୍ରକରେ 40, ଯାଜପୁର ଓ ନୟାଗଡରେ 34, ମାଲକାନଗିରିରେ 33, ବରଗଡ ଓ ନବରଙ୍ଗପୁରରେ 32, ଝରସୁଗୁଡ଼ାରେ 27, ଗଂଜାମରେ 26, ସୋନପୁରରେ 23, ସମ୍ବଲପୁରରେ 20, ରାୟଗଡାରେ 14, କନ୍ଧମାଳରେ 12, ଦେଓଗଡରେ 7, ଗଜପତିରେ 7 ଓ ଷ୍ଟେଟ ପୋଲ 35 ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.