ETV Bharat / city

ରାଜ୍ୟରେ ପୁଣି 16 ଜୀବନ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 940କୁ ବୃଦ୍ଧି

author img

By

Published : Oct 6, 2020, 12:07 PM IST

ରାଜ୍ୟରେ ପୁଣି କୋରୋନା ନେଲା 16 ଜୀବନ । ଆଜିର ମୃତ୍ୟୁ ତାଲିକାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 940କୁ ବୃଦ୍ଧି ହୋଇଛି ।

ରାଜ୍ୟରେ ପୁଣି 16 ଜୀବନ ନେଲା ମହାମାରୀ କୋରୋନା, ମୃତ୍ୟୁ ସଂଖ୍ୟା 940କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ପୁଣି କୋରୋନା ନେଲା 16 ଜୀବନ । ଆଜିର ମୃତ୍ୟୁ ତାଲିକାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 940କୁ ବୃଦ୍ଧି ହୋଇଛି ।

ମୃତକ 16 ଜଣଙ୍କ ମଧ୍ୟରେ ବାଲେଶ୍ବରରେ 4, ଖୋର୍ଦ୍ଧାରେ 2, କଟକରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୁଳ, ବୌଦ୍ଧ, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ପୁରୀ, ଭୁବନେଶ୍ବର ଓ ସୁବର୍ଣ୍ଣପୁରରେ ଜଣେ ଲେଖାଏଁ ମୃତ ହୋଇଛି ।

ତେବେ ଅନୁଗୋଳର 57 ବର୍ଷୀୟ ପୁରୁଷ, ବାଲେଶ୍ବରରେ 32 ବର୍ଷୀୟ ଯୁବକଙ୍କ ସହ ଜଣେ 65 ବର୍ଷୀୟ, 56 ବର୍ଷୀୟ ଓ 60 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ବରର 81 ବର୍ଷୀୟ ବୃଦ୍ଧ, ବୌଦ୍ଧର 38 ବର୍ଷୀୟ ଯୁବକ, କଟକର ଜଣେ 62 ବର୍ଷୀୟ ଓ ଅନ୍ୟ ଜଣେ 65 ବର୍ଷୀୟ ବୃଦ୍ଧ, ଖୋର୍ଦ୍ଧାର 55 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 70 ବର୍ଷୀୟ ବୃଦ୍ଧା, ମୟୂରଭଞ୍ଜର 62 ବର୍ଷୀୟ ବୃଦ୍ଧ, ନବରଙ୍ଗପୁରର 65 ବର୍ଷୀୟ ବୃଦ୍ଧ, ନୟାଗଡର 75 ବର୍ଷୀୟ ବୃଦ୍ଧ, ପୁରୀର 77 ବର୍ଷୀୟ ବୃଦ୍ଧ ଓ ସୁବର୍ଣ୍ଣପୁରର 60 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶକୁ କୋରୋନା ବ୍ୟତୀତ ଅନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.