ETV Bharat / city

ଅଗଷ୍ଟରୁ ଦୈନିକ ହେବ 15 ହଜାର ଟେଷ୍ଟ: ଆଇଏଲଏସ ନିର୍ଦ୍ଦେଶକ

author img

By

Published : Jul 27, 2020, 1:24 PM IST

ରାଜ୍ୟରେ ବଢିଚାଲିଛନ୍ତି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ଦୃଷ୍ଟିରେ ରଖି ଅଗଷ୍ଟରୁ ରାଜ୍ୟରେ ଦୈନିକ ହେବ 15 ହଜାର କୋରୋନା ଟେଷ୍ଟ କରାଯିବ ବୋଲି କୁହାଯାଉଛି ।

ଅଗଷ୍ଟରୁ ଦୈନିକ ହେବ 15 ହଜାର ଟେଷ୍ଟ: ଆଇଏଲଏସ ନିର୍ଦ୍ଦେଶକ
ଅଗଷ୍ଟରୁ ଦୈନିକ ହେବ 15 ହଜାର ଟେଷ୍ଟ: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ବର: ଅଗଷ୍ଟରୁ ରାଜ୍ୟରେ ଦୈନିକ ହେବ 15 ହଜାର କୋରୋନା ଟେଷ୍ଟ । ବିଭିନ୍ନ ସ୍ଥାନରେ ମୋବାଇଲ ଭ୍ୟାନ୍‌ ଦ୍ବାରା କରାଯିବ ଟେଷ୍ଟିଂ । ଆଣ୍ଟିଜେନ ଟେଷ୍ଟ ପାଇଁ ରାଜ୍ୟରେ ବୁଲିବ ମୋବାଇଲ ଭ୍ୟାନ ।

ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋବାଇଲ ଭ୍ୟାନ ବୁଲାଯାଇ କୋରୋନା ଟେଷ୍ଟ କରାଯିବ । ସେହିପରି କୋରୋନାର ସ୍ଥିତି ବର୍ତ୍ତମାନ ରାଜ୍ୟରେ ପିକରେ ରହିଛି । ଆଗକୁ ବଢିବ କି କମିବ ତାହା କହିବା ଅସମ୍ଭବ । ସେରୋ ସର୍ଭିଲାନ୍ସ ପରେ ଅଗଷ୍ଟ ମାସରୁ ଦୈନିକ 15000 ଟେଷ୍ଟିଂ ପାଇଁ ରାଜ୍ୟ ସରକାରଙ୍କୁ ଲେଖାଯାଇଛି ।

ଆଣ୍ଟିଜେନ ଟେଷ୍ଟ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋବାଇଲ ଭ୍ୟାନ ବୁଲିବା ଲାଗି ଯୋଜନା କରାଯାଉଛି । ଅନ୍ୟପଟେ କେବଳ ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ 65 ପ୍ରତିଶତ ସଂକ୍ରମିତ ଆସୁଛନ୍ତି । ତେଣୁ ଏହା ବର୍ତ୍ତମାନ କେବଳ ଗଞ୍ଜାମରେ ଚାଲିଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ ଓ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.