ETV Bharat / city

147 ମୃର୍ତ୍ତିକା ସଂରକ୍ଷଣ ସମ୍ପ୍ରସାରଣ ଅଧିକାରୀଙ୍କୁ ମିଳିଲା ନିଯୁକ୍ତି - ମୂର୍ତ୍ତିକା ସଂରକ୍ଷଣ ସମ୍ପ୍ରସାରଣ ଅଧିକାରୀ

ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପରିଚାଳନା ପାଇଁ 147 ଜଣ ନୂତନ ମୃର୍ତ୍ତିକା ସଂରକ୍ଷଣ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ କୃଷି ଭବନ ପରିସରରେ କୃଷି ବିଭାଗ ପକ୍ଷରୁ ଆୟୋଜିତ କର୍ମଶାଳାରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଯୋଗଦେଇ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 28, 2019, 9:07 PM IST

ଭୁବନେଶ୍ବର: ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପରିଚାଳନା ପାଇଁ 147 ଜଣ ନୂତନ ମୃର୍ତ୍ତିକା ସଂରକ୍ଷଣ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ କୃଷି ଭବନ ପରିସରରେ କୃଷି ବିଭାଗ ପକ୍ଷରୁ ଆୟୋଜିତ କର୍ମଶାଳାରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଯୋଗଦେଇ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ 5‘ଟି’ ମନ୍ତ୍ର ଅନୁସାରେ କାର୍ଯ୍ୟକରିବାକୁ ସେମାନଙ୍କୁ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ଅବସରରେ ସରକାରଙ୍କ ଲକ୍ଷ୍ୟ ଅନୁସାରେ ତୃଣମୂଳ ସ୍ତରରେ କୃଷକଙ୍କ ପାଇଁ କାର୍ଯ୍ୟ କରି ସେମାନଙ୍କ ଉନ୍ନତି ବିଧାନ କରିବା ସହ ରାଜ୍ୟର ପ୍ରଗତିରେ ନିଜକୁ ସାମିଲ କରିବାକୁ ନୂତନ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । କର୍ମଶାଳାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର, ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତକରଣ ବିଭାଗ ଅନ୍ତର୍ଗତ ମୂର୍ତ୍ତିକା ସରକ୍ଷଣ ଓ ଜଳବିଭାଜିକା ପରିଚାଳନା ପାଇଁ 147 ଜଣ ନୂତନ ମୂର୍ତ୍ତିକା ସରକ୍ଷଣ ସମ୍ପ୍ରସାରଣ ଅଧିକାରୀ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

Body:ସ୍ଥାନୀୟ କୃଷି ଭବନ ପରିସରରେ ବିଭାଗ ପକ୍ଷରୁ ଆୟୋଜିତ କର୍ମଶାଳା ରେ ବିଭାଗୀୟ ମନ୍ତ୍ରୀ ଡ଼ ଅରୁଣ ସାହୁ ଯୋଗ ଦେଇ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ 5ଟି ମନ୍ତ୍ର ଅନୁସାରେ କାର୍ଯ୍ୟ କରିବାକୁ ଉପଦେଶ ଦେଇଛନ୍ତି।ସରକାରଙ୍କ ଥିବା ଲକ୍ଷ ଅନୁସାରେ ସେମାନେ ତୃଣମୂଳ ସ୍ତରରେ କୃଷକଙ୍କ ପାଇଁ କାର୍ଯ୍ୟ କରି ସେମାନଙ୍କ ଉନ୍ନତି ବିଧାନ କରିବା ସହ ରାଜ୍ୟର ପ୍ରଗତିରେ ନିଜକୁ ସାମିଲ କରିବା ପାଇଁ ସେ ଏହି ନୂତନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ଯାହାକୁ ଏହି ନୂତନ ନିଯୁକ୍ତ କର୍ମଚାରୀମାନେ ପାଳନ କରି ରାଜ୍ୟର ପ୍ରଗତିରେ ନିଜର ଯୋଗଦାନ କୁ ସୁନିଶ୍ଚିତ କରିବେ ବୋଲି ଉଲ୍ଲେଖ କରିଛନ୍ତି।
ଏକଦିବସୀୟ ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ,କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର,ନିର୍ଦେଶକ ହେମନ୍ତ କୁମାର ପଣ୍ଡା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ନବ ନିଯୁକ୍ତ ମାନଙ୍କୁ କାର୍ଯ୍ୟଶୈଳୀ ବିଷୟରେ ସୂଚନା ଦେବା ସହ କିଭଳି ସେମାନଙ୍କ ଦ୍ବାରା କୃଷି ଓ କୃଷକ ଶସକ୍ତିକରଣର ପଥ ସୁଗମ ହୋଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ।
ବାଇଟ-ମନ୍ତ୍ରୀ-ଅରୁଣ ସାହୁ
ବାଇଟ-ନବ ନିଯୁକ୍ତ ମୂର୍ତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ-ନବୀନ କୁମାର ଦାସ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.