ETV Bharat / city

ଆଜିଠୁ ରାଜ୍ୟରେ 14 ଦିନିଆ ଲକଡାଉନ

author img

By

Published : May 5, 2021, 8:05 AM IST

ଆଜିଠୁ 14 ଦିନ ପାଇଁ ରାଜ୍ୟ ଲକଡାଉନ । କେବଳ ନିଦ୍ଦିଷ୍ଟ କିଛି ସେବାକୁ ବାଦ୍‌ ଦେଲେ ଅନ୍ୟସମସ୍ତ ସେବା ବନ୍ଦ ରହିବ । ଅଧିକ ପଢନ୍ତୁ...

ଆଜିଠୁ ରାଜ୍ୟରେ 14 ଦିନିଆ ଲକଡାଉନ
ଆଜିଠୁ ରାଜ୍ୟରେ 14 ଦିନିଆ ଲକଡାଉନ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ତାଲାବନ୍ଦ । ହୁହୁ ହୋଇ ବଢି ଚାଲିଥିବା ସଂକ୍ରମଣ ଚେନକୁ ରୋକିବା ପାଇଁ 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ଠାରୁ ଅର୍ଥାତ ମେ’ 5ରୁ 19 ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ ହୋଇଛି ଲକଡାଉନ । କେବଳ ନିଦ୍ଦିଷ୍ଟ କିଛି ସେବାକୁ ବାଦ୍‌ ଦେଲେ ଅନ୍ୟସମସ୍ତ ସେବା ବନ୍ଦ ରହିବ ।

ଏହାସହ ଲୋକେ ଯେପରି ହଇରାଣ ନ ହୁଅନ୍ତି ସେଥିପାଇଁ ସକାଳ 6ଟାରୁ 12ଟା ଯାଏଁ ରାସ୍ତାକଡ ଖାଦ୍ୟ ଦୋକାନ, ପନିପରିବା, ମାଛ,ମାଂସ, ଫଳ ଦୋକାନ ଖୋଲା ରହିବ । ଲୋକେ 500 ମିଟର ପର୍ଯ୍ୟନ୍ତ ଚାଲି ଚାଲି ଯାଇ ଜରୁରୀ ସାମଗ୍ରୀ ଆଣି ପାରିବେ । ଏହାସହ ଜରୁରୀ ସେବା ଜାରି ରହିବା ସହ ଟୀକାକରଣ ଓ ଟେଷ୍ଟି ମଧ୍ୟ ଜାରି ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.