ETV Bharat / city

ରାଜ୍ୟରେ ଖସୁଛି ସଂକ୍ରମଣ; ଦିନକରେ 1220 ପଜିଟିଭ ଚିହ୍ନଟ - ଦିନକରେ 1220 ପଜିଟିଭ ଚିହ୍ନଟ

ରାଜ୍ୟରେ ଦିନକୁ ଦିନ କମୁଛି ସଂକ୍ରମଣ । ଗତ 24 ଘଣ୍ଟାରେ 1220 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ଖସୁଛି ସଂକ୍ରମଣ; ଦିନକରେ 1220 ପଜିଟିଭ ଚିହ୍ନଟ

author img

By

Published : Nov 11, 2020, 12:19 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମୁଛି ସଂକ୍ରମଣ । ଗତ 24 ଘଣ୍ଟାରେ 1220 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ 517 ଜଣ ଚିହ୍ନଟ ହୋଇଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ 703 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 305000ରେ ପହଞ୍ଚିଛି ।

ଅନୁଗୋଳରୁ 58 ପଜିଟିଭ ଚିହ୍ନଟ ହୋଇଥିବାବେଳେ ବାଲେଶ୍ବରରୁ 21, ବରଗଡରୁ 60, ଭଦ୍ରକରୁ 28, ବଲାଙ୍ଗୀରରୁ 33, ବୌଦ୍ଧରୁ 5, କଟକରୁ 96, ଦେବଗଡରୁ 3, ଢେଙ୍କାନାଳରୁ 26, ଗଜପତିରୁ 5, ଗଞ୍ଜାମରୁ 27 , ଜଗତସିଂହପୁରରୁ 59, ଯାଜପୁରରୁ 26, ଝାରସୁଗୁଡାରୁ 32, କଳାହାଣ୍ଡିରୁ 59, କନ୍ଧମାଳରୁ 8, କେନ୍ଦ୍ରାପଡାରୁ 48, କେନ୍ଦୁଝର 48, ଖୋର୍ଦ୍ଧାରୁ 134, କୋରାପୁଟରୁ 21, ମାଲକାନଗିରିରୁ 19 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ମୟୂରଭଞ୍ଜରୁ 46, ନବରଙ୍ଗପୁରରୁ 14, ନୟାଗଡରୁ 20, ନୂଆପଡାରୁ 66, ପୁରୀରୁ 60, ରାୟଗଡାରୁ 5, ସମ୍ବଲପୁରରୁ 40, ସୋନପୁରରୁ 13, ସୁନ୍ଦରଗଡରୁ 119, ଷ୍ଟେଟ ପୋଲରୁ 21 ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ଏପର୍ଯନ୍ତ 291137 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମୋଟ ଆକ୍ଟିଭ ମାମଲା ରହିଛି 12341 । ଏବେ ସୁଦ୍ଧା ମୋଟ 5077119 ଟି ଟେଷ୍ଟ ହୋଇଛି ।

@ H & FW

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.