ETV Bharat / city

ପୁଣି ବୃଦ୍ଧି ହେଲା କୋଭିଡ ବେଡ୍ ସଂଖ୍ୟା

କୋରୋନା ମୁକାବିଲାରେ ଅବିରତ ପ୍ରଚେଷ୍ଟା ଜାରି ରଖିଛନ୍ତି ରାଜ୍ୟ ସରକାର । ଆଜି ପୁଣି କୋଭିଡ ହସ୍ପିଟାଲର ବେଡ ବୃଦ୍ଧି କରିଛନ୍ତି । ଅଧିକ ପଢନ୍ତୁ...

120-bed-covid-hospital-with-20-icu-beds-at-vimsar-burla

author img

By

Published : Oct 14, 2020, 2:21 PM IST

Updated : Oct 14, 2020, 2:27 PM IST

ଭୁବନେଶ୍ବର: କୋରୋନା ମୁକାବିଲା ନେଇ ଅବିରତ ପ୍ରଚେଷ୍ଟା ଜାରି ରଖିଛନ୍ତି ରାଜ୍ୟ ସରକାର । ଆଜି ପୁଣି କୋଭିଡ ହସ୍ପିଟାଲର ବେଡ ବୃଦ୍ଧି କରିଛନ୍ତି । ବୁର୍ଲା ଭିମସାର ମେଡିକାଲରେ 120 କୋଭିଡ ବେଡ ସଂଯୋଗ କରିଛନ୍ତି ସରକାର । ଏଥି ମଧ୍ୟରେ ରହିଛି 20 ଟି ଆଇସିୟୁ ବେଡ ।

ସେହିପରି କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ 70 ଟି ନୂତନ କୋଭିଡ ବେଡ ସଂଯୋଗ କରାଯାଇଛି । ଗୁରୁତର କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ବିଟର ଯୋଗେ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 14, 2020, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.